The Ultimate Managed Hosting Platform
ADVERTISEMENT

ସ୍କୁଟିକୁ ଧକ୍କା ଦେଲା ଟ୍ରକ, ଗୋଟିଏ ପରିବାରର ୩ ମୃତ

Facebook
Twitter
LinkedIn

କେନ୍ଦୁଝର : ସ୍କୁଟିରେ ଗଲା ବେଳେ ଧକ୍କା ଦେଲା ଟ୍ରକ । ଦୁର୍ଘଟଣାରେ ବାପ ପୁଅ ମୃତ । ସ୍କୁଟିରେ ଯିବା ବେଳେ ପିପିଳିଆରେ ଧକ୍କା ଦେଲା ଲୁହା ବୋଝେଇ ଟ୍ରକ । ବାପପୁଅ ସ୍କୁଟିରେ ବାଙ୍କପାଟୁଳି ହାଟକୁ ଯିବା ବେଳେ ଦୁର୍ଘଟଣା । ବାପୁପୁଅଙ୍କ ମୃତ୍ୟୁ ଖବର ଶୁଣି ହୃଦଘାତରେ ଦାଦାଙ୍କ ମୃତ୍ୟୁ । ୩ ମୃତକ ଘଟଗାଁ ଥାନା ବାରିଗାଁର , ଉତ୍ତ୍ୟକ୍ତ ଲୋକଙ୍କ ରାସ୍ତାରୋକ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ସଂସଦ ଡ୍ରାମା, ନାରାବାଜୀ ସ୍ଥାନ ନୁହେଁ : ମୋଦି

ସଂସଦ ଡ୍ରାମା, ନାରାବାଜୀ ସ୍ଥାନ ନୁହେଁ : ମୋଦି

ନୂଆଦିଲ୍ଲୀ : ସଂସଦର ଶୀତ ଅଧିବେଶନ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋାଦିଙ୍କ ସମ୍ବୋଧନ । ପରାଜୟର ନିରାଶାରୁ ବିରୋଧିଙ୍କୁ ବାହାରିବାକୁ ଅପିଲ କଲେ ମୋଦି ।କିଛି ବିରୋଧୀ ଦଳ...

Login