ସୋର ଓ ଭାପୁର ବ୍ଲକ ଉପାଧ୍ୟକ୍ଷଙ୍କ ଘରେ ଆଇଟି
ସୋର : ସୋର ବ୍ଲକ ଉପାଧ୍ୟକ୍ଷଙ୍କ ଘରେ ଆୟକର ବିଭାଗର ରେଡ୍ ଜାରି । ସୋର ବ୍ଲକ ଉପାଧ୍ୟକ୍ଷ ଭ୍ରମରବର ନାୟକଙ୍କ ଘରେ କାଲିଠୁ ଯାଞ୍ଚ । ବାଗୁଡି ମୁହୁମୁହାଁଣ ଘରେ କାଲିଠୁ ଯାଞ୍ଚ କରୁଛି ଆୟକର ଟିମ୍ ।ସେହିପରି ନୟାଗଡ ଜିଲ୍ଲା ଭାପୁର ବ୍ଲକ ଉପାଧ୍ୟକ୍ଷକଙ୍କ ଘରେ ପୁଣି ଆୟକର ଚଢାଉ । ଉପାଧ୍ୟକ୍ଷ ବେଣୁଧର ପ୍ରଧାନଙ୍କ ଘରେ ଦ୍ୱିତୀୟ ଦିନରେ ରେଡ୍ । ବେଣୁଧରଙ୍କ ନିମାଣି ସ୍ଥିତ କ୍ରସରରେ ବି ଆୟକର ବିଭାଗର ଚଢାଉ … Continue reading ସୋର ଓ ଭାପୁର ବ୍ଲକ ଉପାଧ୍ୟକ୍ଷଙ୍କ ଘରେ ଆଇଟି
Copy and paste this URL into your WordPress site to embed
Copy and paste this code into your site to embed