ସୋର : ସୋର ବ୍ଲକ ଉପାଧ୍ୟକ୍ଷଙ୍କ ଘରେ ଆୟକର ବିଭାଗର ରେଡ୍ ଜାରି । ସୋର ବ୍ଲକ ଉପାଧ୍ୟକ୍ଷ ଭ୍ରମରବର ନାୟକଙ୍କ ଘରେ କାଲିଠୁ ଯାଞ୍ଚ । ବାଗୁଡି ମୁହୁମୁହାଁଣ ଘରେ କାଲିଠୁ ଯାଞ୍ଚ କରୁଛି ଆୟକର ଟିମ୍ ।
ସେହିପରି ନୟାଗଡ ଜିଲ୍ଲା ଭାପୁର ବ୍ଲକ ଉପାଧ୍ୟକ୍ଷକଙ୍କ ଘରେ ପୁଣି ଆୟକର ଚଢାଉ । ଉପାଧ୍ୟକ୍ଷ ବେଣୁଧର ପ୍ରଧାନଙ୍କ ଘରେ ଦ୍ୱିତୀୟ ଦିନରେ ରେଡ୍ । ବେଣୁଧରଙ୍କ ନିମାଣି ସ୍ଥିତ କ୍ରସରରେ ବି ଆୟକର ବିଭାଗର ଚଢାଉ । ବେଣୁର ପ୍ରଧାନଙ୍କ ପତ୍ନୀ ଭାପୁର ବ୍ଲକର ଅଧ୍ୟକ୍ଷା ଅଛନ୍ତି ।
Views: 97