ସୋରର ୪୦ ଡ୍ରାଇଭର ଗିରଫ

ସୋର : ଆନେ୍ଦାଳନରତ ୪୦ ଡ୍ରାଇଭରଙ୍କୁ ଗିରଫ କଲା ପୋଲିସ । ବରଫ କଳ ଛଳରେ ରାସ୍ତାରୋକ କରିଥିବା ଡ୍ରାଇଭର ଗିରଫ । ସେପଟେ ଆଜି ଦ୍ୱିତୀୟ ଦିନରେ ଚାଲିଛି ଷ୍ଟିଅରିଂ ଛାଡ ଆନେ୍ଦାଳନ । ସବୁଠି ପ୍ରଭାବ ଅନୁଭୂତ ହୋଇଛି । ବରମୁଣ୍ଡା ଓ ବାଦାମବାଡି ବସଷ୍ଟାଣ୍ଡ ଆଜି ବି ଖାଁ ଖାଁ ରହିଥିଲା । ଆବଶ୍ୟକ ଯାତ୍ରୀ ଓ ବସ ନ ଥିବାରୁ ବସଷ୍ଟାଣ୍ଡରୁ ଗଡିନଥିଲା ବସ । ସମ୍ବଲପୁର ବସଷ୍ଟାଣ୍ଡରେ ମଧ୍ୟ ସମାନ … Continue reading ସୋରର ୪୦ ଡ୍ରାଇଭର ଗିରଫ