The Ultimate Managed Hosting Platform
ADVERTISEMENT

ସୋରର ୪୦ ଡ୍ରାଇଭର ଗିରଫ

Facebook
Twitter
LinkedIn

ସୋର : ଆନେ୍ଦାଳନରତ ୪୦ ଡ୍ରାଇଭରଙ୍କୁ ଗିରଫ କଲା ପୋଲିସ । ବରଫ କଳ ଛଳରେ ରାସ୍ତାରୋକ କରିଥିବା ଡ୍ରାଇଭର ଗିରଫ । ସେପଟେ ଆଜି ଦ୍ୱିତୀୟ ଦିନରେ ଚାଲିଛି ଷ୍ଟିଅରିଂ ଛାଡ ଆନେ୍ଦାଳନ । ସବୁଠି ପ୍ରଭାବ ଅନୁଭୂତ ହୋଇଛି । ବରମୁଣ୍ଡା ଓ ବାଦାମବାଡି ବସଷ୍ଟାଣ୍ଡ ଆଜି ବି ଖାଁ ଖାଁ ରହିଥିଲା । ଆବଶ୍ୟକ ଯାତ୍ରୀ ଓ ବସ ନ ଥିବାରୁ ବସଷ୍ଟାଣ୍ଡରୁ ଗଡିନଥିଲା ବସ । ସମ୍ବଲପୁର ବସଷ୍ଟାଣ୍ଡରେ ମଧ୍ୟ ସମାନ ସ୍ଥିତି ଦେଖାଦେଇଥିଲା । ତେଣୁ ବସଷ୍ଟାଣ୍ଡରେ ଅଟକି ଥିବା ଯାତ୍ରୀ ମାନେ ମଧ୍ୟ ହନ୍ତସନ୍ତ ହେଉଥିବା ଦେଖିବାକୁ ମିଳିଛି । ପୁରୀରେ ମଧ୍ୟ ଗଡୁନଥିଲା ବସ । ଯାହା ଫଳରେ ପର୍ଯ୍ୟଟକ ମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ ।

ଡ୍ରାଇଭର ସଂଘର ଷ୍ଟିଅରିଂ ଛାଡ , ଯାତ୍ରୀ ପ୍ରଭାବିତ ହେବା ସହ ମିଳୁନି ପେଟ୍ରୋଲ
ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଜଙ୍ଗଲରେ ଯୁବକ ଯୁବତୀଙ୍କ ମୃତଦେହ

ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁ ; ଯବାନ ସ୍ୱାମୀ ଅଟକ

କୋରାପୁଟ : ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁକୁ ନେଇ ଯବାନ ସ୍ୱାମୀଙ୍କୁ ଅଟକ ରଖିଲା ପୋଲିସ । ଘର ଭିତରେ ପୋଡିଯାଇ ଆଇଆରବି ଯବାନଙ୍କ ପତ୍ନୀଙ୍କ ମୃତ୍ୟୁ ମାମଲା...

ADVERTISEMENT
ଓଏସଏସସି ସ୍କାମ ; ସିବିଆଇ ତଦନ୍ତ ଦାବି

CBI ଜାଲରେ RPF ହାବିଲଦାର

ରାଉରକେଲା : ସିବିଆଇ ଜାଲରେ ବନ୍ଧମୁଣ୍ଡା ଅଞ୍ଚଳର ଆରପିଏଫ ହାବିଲଦାର । ୧୫ ହଜାର ଟଙ୍କା ଲାଞ୍ଚ ନେଇ ଆରପିଏଫ ହାବିଲହାର ମହମ୍ମଦ ଇଜହାର କାବୁ ।...

Login