The Ultimate Managed Hosting Platform
ADVERTISEMENT

ସେଲଫି ନେବା ବେଳେ ନଦୀରେ ଭାସି ଯାଇ ଯୁବକ ନିଖୋଜ

Facebook
Twitter
LinkedIn

କରଞ୍ଜିଆ : ସେଲଫି ନେଲା ବେଳେ ନଦୀରେ ଭାସିଯାଇ ଯୁବକ ନିଖୋଜ । ୧୬ ଘଣ୍ଟା ହେଲା ମିଳୁନି ପତ୍ତା । ମୟୂରଭଞ୍ଜ ଜିଲ୍ଲା ଯଶିପୁର ସ୍ଥିତ ଭଣ୍ଡନ ନଦୀର ରାମତୀର୍ଥ ଘାଟରେ ସେଲଫି ନେଲା ବେଳେ ଯୁବକଙ୍କ ଗୋଡ଼ ଖସିଯଇଥିଲା । ଫଳରେ ନଦୀର ପ୍ରଖର ସ୍ରୋତରେ ଭାସିଯାଇଥିଲେ ଯୁବକ । ନିଖୋଜ ଯୁବକ ହେଲେ ମୁର୍ସିବାଦର ସାହିନ ଆଲାମ୍ । ସେ ଯଶୀପୁରରେ ରହି ରାଜମିସ୍ତ୍ରୀ ଭାବେ କାର୍ୟ୍ୟ କରୁଥିଲେ । ଅଗ୍ନିଶମବାହିନୀ ପକ୍ଷରୁ ଉଦ୍ଧାର କାର୍ୟ୍ୟ ଜାରି ରହିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login