The Ultimate Managed Hosting Platform
ADVERTISEMENT

ସେଣ୍ଟ୍ରାଲ ଫୋରେନସିକ ଲ୍ୟାବକୁ ଗଲା ଅର୍ଚ୍ଚନା ନାଗଙ୍କ ମୋବାଇଲ ଫୋନ୍

Facebook
Twitter
LinkedIn

ଭୁବନେଶ୍ୱର : ସେଣ୍ଟ୍ରାଲ ଫୋରେନସିକ କୁ ଗଲା ଅର୍ଚ୍ଚନା ନାଗଙ୍କ ମୋବାଇଲ ଫୋନ୍ । ସେଣ୍ଟ୍ରାଲ ଫୋରେନସିକ ଲ୍ୟାବକୁ ଗଲା ଅର୍ଚ୍ଚନା ନାଗଙ୍କ ମୋବାଇଲ ଫୋନ୍ । ଅର୍ଚ୍ଚନା ଓ ସ୍ୱାମୀ ଜଗବନ୍ଧୁଙ୍କ ୩ଟି ଫୋନକୁ ସିଏଫଏସଏଲ କୁ ପଠାଗଲା । ଅର୍ଚ୍ଚନାଙ୍କ ଓପୋ ଓ ସାମସଙ୍ଗ ଫୋଲଡେଡ଼ ମୋବାଇଲ ଓ ଜଗବନ୍ଧୁ ଙ୍କ ଆପଲ ଇ ଫୋନ୍କୁ ସିଏଫଏସଏଲ କୋଲକାତା ପଠାଯାଇଛି । ପୂର୍ବରୁ ଏହି ସବୁ ମୋବାଇଲ ଫୋନକୁ ରାଜ୍ୟ ଫୋରେନସିକ୍କୁ କମିଶନରେଟ ପୋଲିସ ପଠାଇଥିଲା । ହେଲେ ଏସଏଫଏସଏଲଏଥିରୁ ତଥ୍ୟ ବାହାର କରିନଥିଲେ । ଇଡି ଏହାକୁ ସିଏଫଏସଏଲ କୋଲକତାକୁ ପଠାଇବାକୁ କୋର୍ଟଙ୍କୁ ଅନୁରୋଧ କରିଥିଲା । କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଖଣ୍ଡଗିରି ଥାନା ଅଧିକାରୀ ତଥା ତଦନ୍ତକାରୀ ଅଧିକାରୀ ଦୟାନିଧି ଏହାକୁ ସିଏଫଏସଏଲ ପଠାଇଛନ୍ତି । ଏହି ୩ଟି ମୋବାଇଲରୁ ବ୍ଲାକମେଲ ଓ ହନି ଟ୍ରାପର ଗୁମର ଖୋଲିବ ବୋଲି ଆଶା ରଖିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login