ଝାରସୁଗୁଡା : ଝାରସୁଗୁଡା ପଞ୍ଚପଡା ହୋଟେଲରେ ରେଡ । ସେକ୍ସ ରାକେଟ ଅଭିଯୋଗରେ ପୁଲିସର ରାତିଅଧିଆ ଚଢାଉ । ଜଣେ ଦଲାଲ ସହ ୧୪ ଜଣଙ୍କୁ ଗିରଫ କଲା ପୋଲିସ । ଘଟଣା ସ୍ଥଳରୁ ୧୩ ଜଣଙ୍କୁ ଉଦ୍ଧାର କଲା ପୁଲିସ ।
ହୋଟେଲରୁ ପୁଲିସ କଣ୍ଡୋମ, ଉତେଜକ ବଟିକା ଭଳି ଆପତିକର ଜିନିଷ ମଧ୍ୟ ଜବତ କରିଛି । ଉଦ୍ଧାର ହୋଇଥିବା ପ୍ରାୟ ଯୁବତୀ ଜିଲ୍ଲା ବାହାରର ବୋଲି ଜଣାପଡିଛି । ଉକ୍ତ ହୋଟେଲ ସମ୍ମୁଖରେ ଏକ ଏସଏଚଜି କେନ୍ଦ୍ର ଦ୍ୱାରା ଛତୁଆ ପ୍ରସ୍ତତି ନେଇ ବୋର୍ଡ ଲାଗିଥିବା ଦେଖିବାକୁ ମିଳିଛି । ତେବେ ପୋଲିସ ଗତ ବର୍ଷ ମଧ୍ୟ ଏଠି ଚଢାଉ କରି କିଛି ଯୁବତୀଙ୍କୁ ଉଦ୍ଧାର କରିବା ସହିତ କିଛି ଜଣ ଯୁବକଙ୍କୁ ଗିରଫ କରିଥଲା ।
Views: 78