The Ultimate Managed Hosting Platform
ADVERTISEMENT

ସୃଷ୍ଟି ହେଲା ବାତ୍ୟା ‘ସେନୟାର’

Facebook
Twitter
LinkedIn

ନୂଆଦିଲ୍ଲୀ : ମାଲାକ୍କା ସମୁଦ୍ର ସନ୍ଧି ପାଶ୍ୱର୍ବର୍ତ୍ତୀ ଉତ୍ତର ପୂର୍ବରେ ବାତ୍ୟା ସେନୟାର । ଆଜି ଇଣ୍ଡୋନେସିଆ ଉପକୂଳକୁ ପୂର୍ବାହ୍ନରେ ଅତିକ୍ରମ କରିବା ସମ୍ଭାବନା ରହିଛି । ଗତ ୬ ଘଣ୍ଟାରେ ୧୦ କିଲୋମିଟର ବେଗରେ ଆଗକୁ ବଢ଼ୁଛି । ଇଣ୍ଡୋନେସିଆର କୁଟା ମକମୁର ଠାରୁ ୧୦୦ କିଲୋମିଟର, ମାଲେସିଆର ଜର୍ଜ ଟାଉନ୍ ଠାରୁ ୨୬୦ କିଲୋମିଟର, ନିକୋବର ଦ୍ୱୀପପୁଞ୍ଜର ନାନକୋୱାରି ଠାରୁ ୬୦୦ କିଲୋମିଟର ଓ ନିକୋବର ଦ୍ୱୀପପୁଞ୍ଜର ଠାରୁ ୭୪୦ କିଲୋମିଟର ଦିଗରେ ରହିଛି । ଏହା କ୍ରମଶଃ ପଶ୍ଚିମ ଦଗକୁ ଗତି କରିବ । ପରବର୍ତ୍ତୀ ୪୮ଘଣ୍ଟାରେ ପଶ୍ଚିମ-ଦକ୍ଷିଣପଶ୍ଚିମ ଦିଗକୁ କରି ପୂର୍ବଦିଗକୁ ରିକର୍ଭ କରିବ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login