The Ultimate Managed Hosting Platform
ADVERTISEMENT

ସୁଶାନ୍ତ ସିଂଙ୍କ ମାନଭଞ୍ଜନ ପ୍ରୟାସ

Facebook
Twitter
LinkedIn

ଭୁବନେଶ୍ୱର : ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ମାନଭଞ୍ଜନ ପାଇଁ ବିଜେଡିର ଉଦ୍ୟମ । ମୁଖ୍ୟମନ୍ତ୍ରୀଙ୍କ ପରେ ସଂଗଠନ ସମ୍ପାଦକଙ୍କ ସହ ଆଲୋଚନା । ଶଙ୍ଖ ଭବନରେ ମାନଭଞ୍ଜନ ନେଇ ଆଲୋଚନା । ମନ୍ତ୍ରୀ ପଦ ନ ମିଳିବାରୁ ଅସନ୍ତୋଷ ପ୍ରକାଶ କରିଥିଲେ ସୁଶାନ୍ତଙ୍କ ସମର୍ଥକ ।
ଆଗକୁ ସାଧାରଣ ନିର୍ବାଚନ ଥିବାରୁ ବିଜେଡି ନିଜର ଟିମ୍ ପ୍ରସ୍ତୁତ କରିଛି । ସୁଶାନ୍ତ ସିଂ ପଶ୍ଚିମ ଓଡିଶାର ଜଣେ ଟାଣୁଆ ନେତା ହୋଇଥିବାରୁ ସୁଶାନ୍ତ ସିଂ ଅସନ୍ତୋଷ ରହିଲେ ଆଗକୁ ଦଳ ଉପରେ ଏହାର ପ୍ରଭାବ ପଡିପାରେ ବୋଲି କୁହାଯାଉଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଜଙ୍ଗଲରେ ଯୁବକ ଯୁବତୀଙ୍କ ମୃତଦେହ

ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁ ; ଯବାନ ସ୍ୱାମୀ ଅଟକ

କୋରାପୁଟ : ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁକୁ ନେଇ ଯବାନ ସ୍ୱାମୀଙ୍କୁ ଅଟକ ରଖିଲା ପୋଲିସ । ଘର ଭିତରେ ପୋଡିଯାଇ ଆଇଆରବି ଯବାନଙ୍କ ପତ୍ନୀଙ୍କ ମୃତ୍ୟୁ ମାମଲା...

ADVERTISEMENT
ଓଏସଏସସି ସ୍କାମ ; ସିବିଆଇ ତଦନ୍ତ ଦାବି

CBI ଜାଲରେ RPF ହାବିଲଦାର

ରାଉରକେଲା : ସିବିଆଇ ଜାଲରେ ବନ୍ଧମୁଣ୍ଡା ଅଞ୍ଚଳର ଆରପିଏଫ ହାବିଲଦାର । ୧୫ ହଜାର ଟଙ୍କା ଲାଞ୍ଚ ନେଇ ଆରପିଏଫ ହାବିଲହାର ମହମ୍ମଦ ଇଜହାର କାବୁ ।...

Login