The Ultimate Managed Hosting Platform
ADVERTISEMENT

ସୁର ପୁଅଙ୍କ ବ୍ୟାନର ଚିରିଲେ ଦୁର୍ବୁତ୍ତ

Facebook
Twitter
LinkedIn

ନିମାପଡା : କଂଗ୍ରେସ ଆଶାୟୀ ସିଦ୍ଧାର୍ଥ ରାଉତରାୟଙ୍କ ବ୍ୟାନର ଚିରିଲେ ଦୁବୁର୍ତ୍ତ । ନିମାପଡା ଅଫିସ ପରିସରରେ ପଶି ବ୍ୟାନର ଚିରିଲେ ଦୁର୍ବୁତ୍ତ । ବ୍ୟାନର ସହ ଅଫିସ ଗେଟ ସମ୍ମୁଖରେ ମଦ ବୋତଲ ଭାଙ୍ଗିଲେ । ଗତକାଲି ବିଳମ୍ବିତ ରାତିରେ କିଛି ଯୁବକ କଂଗ୍ରେସ କାର୍ୟ୍ୟାଳୟରେ ପଶି ଏଭଳି ଲଙ୍କାକାଣ୍ଡ କରିଥିବା ଅଭିଯୋଗ ହୋଇଛି। ସେମାନେ ସମସ୍ତେ ମୁଖା ପିନ୍ଧିଥିଲେ। ଦୁର୍ବୃତ୍ତମାନେ ଥଣ୍ଡା ଓ ମଦ ବୋତଲ କାର୍ୟ୍ୟାଳୟ ଭିତରେ ଫିଙ୍ଗି ଥିଲେ। ଫଳରେ କାର୍ୟ୍ୟାଳୟ ଭିତରେ ଥିବା କର୍ମଚାରୀମାନେ ଭୟଭୀତ ହୋଇ ପଡ଼ିଥିଲେ । କଂଗ୍ରେସ ନେତା ସିଦ୍ଧାର୍ଥ ରାଉତରାୟ ଏନେଇ ସୂଚନା ଦେଇଛନ୍ତି । ସିଦ୍ଧାର୍ଥ ହେଉଛନ୍ତି ବରିଷ୍ଠ କଂଗ୍ରେସ ନେତା ସୁରେଶ ରାଉତରାୟଙ୍କ ବଡ଼ ପୁଅ। ନିମାପଡ଼ା ଥାନା ଅଧିକାରୀ ଘଟଣାସ୍ଥଳକୁ ଯାଇ ଅନୁସନ୍ଧାନ କରିଛନ୍ତି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login