The Ultimate Managed Hosting Platform
ADVERTISEMENT

ସୁରତରେ ନିର୍ମାଣ ହେବ ଏସିଆର ସବୁଠାରୁ ବଡ ବାୟୋ ଡାଇଭରସିଟି ପାର୍କ

Facebook
Twitter
LinkedIn

ସୁରତ : ଗୁଜରାଟର ସୁରତରେ ଏସିଆର ସବୁଠାର ବଡ ବାୟୋଡାଇଭରସିଟି ପାର୍କ ନିର୍ମାଣ ହେବାକୁ ଯାଉଛି । ଏହି ବାୟୋ ଡାଇଭରସିଟି ପାର୍କ ଅଲଥାନର କାଙ୍କରା ନଦୀ କୂଳରେ ୮୭ ହେକ୍ଟର ଜମିରେ ତିଆରି ହେବ । ଏହି ଜମି ପୂର୍ବରୁ ଗୋଚର ରହିଥିଲା । ତେଣୁ ଏଠାରେ ଏବେ ଏସିଆର ସବୁଠୁ ବଡ ବାୟୋ ଡାଇଭରସିଟି ପାର୍କ ନିର୍ମାଣ କରାଯିବ । ତେବେ ଏହା କେବେ ଠାରୁ ନିର୍ମାଣ ହେବ, ତାହାକୁ ନେଇ ବିଶେଷ ଖବର ଏଯାଏଁ ମିଳିନାହିଁ । ଏହି ପାର୍କରେ ୧୩ କିମି ସାଇକେଲ ଟ୍ରାକ, ୯ କିମି ଚାଲିବା ଟ୍ରାକ ନିର୍ମାଣ କରାଯିବ । ଏଥିରେ ବିଭିନ୍ନ ପ୍ରଜାତିରି ପାଖାପାଖି ୬ ଲକ୍ଷ ଗଛ ଲଗାଯିବ । ପ୍ରଜାପତି ଘର, ପକ୍ଷୀ ଘର, ଔଷଧୀୟ ଗଛ, ସାଂସ୍ୃତି ବନ ନର୍ସରୀ, ପୋଖରୀ ଇତ୍ୟାଦି ରହିବ । ଯାହା ପର୍ୟ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିବ । ଏହି ବାୟୋ ଡାଇଭରସିଟି ପାର୍କ ୩.୫ କିମି ଲମ୍ବା କାଙ୍କରା ନଦୀ କୂଳରେ ନିର୍ମାଣ କରାଯିବ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ବିଧାନସଭା ପରମ୍ପରାକୁ ହତ୍ୟା କରାଯାଇଛି-ଭକ୍ତ

ବଳଙ୍ଗା ପୀଡିତା ମୃତ୍ୟୁ ଘଟଣା : ଅଗଷ୍ଟ ୧୪ରେ ପଦଯାତ୍ରା କରିବ କଂଗ୍ରେସ

ଭୁବନେଶ୍ୱର : ବଳଙ୍ଗା ପୀଡ଼ିତାଙ୍କ ମୃତ୍ୟୁ ପରେ ପିସିସି ସଭାପତି ପ୍ରତିକ୍ରିୟା ରଖିଛନ୍ତି। ଆଗାମୀ ଦିନରେ ପୀଡ଼ିତାଙ୍କୁ ନ୍ୟାୟ ଦେବାକୁ ଲଢ଼ିବ କଂଗ୍ରେସ । ଅଗଷ୍ଟ ୧୪...

ADVERTISEMENT
ଲକ୍ଷପତି ଦିଦି ହେବେ କୋଟିପତି : ପ୍ରଭାତୀ

ଲକ୍ଷପତି ଦିଦି ହେବେ କୋଟିପତି : ପ୍ରଭାତୀ

ଭୁବନେଶ୍ୱର :ଲକ୍ଷପତି ଦିଦି କୋଟିପତି ହେବେ କହିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ବିନା ସୁଧରେ ୧୦ ଲକ୍ଷ ପ ର୍ଯ୍ୟନ୍ତ ରୁଣ ଯୋଗାଇବାକୁ ସରକାରଙ୍କ ପ୍ରାଥମିକତା...