ସୁରକ୍ଷିତ କାର୍ଯ୍ୟକ୍ରମ ପାଇଁ ପାଲଘୋଡା – ମୁଖ୍ୟ ଶାସନ ସଚିବ
କଟକ : ପାଲଘୋଡା ଇଣ୍ଡୋର ଷ୍ଟାଡିୟମରେ ରାଷ୍ଟ୍ରପତି ଭାଷଣ ଦେବା ଘଟଣା । ଘଟଣାକୁ ନେଇ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ ପ୍ରତିକ୍ରିୟା । ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମକୁ ସୁରକ୍ଷିତ ରଖିବାକୁ ପାଲ ଘୋଡାଯାଇଥିଲା । ପାଣିପାଗ ବିଭାଗ ପକ୍ଷରୁ ପ୍ରବଳ ବର୍ଷା ଆକଳନ ହୋଇଥିଲା । ଅସୁବିଧା ହୋଇନଥାନ୍ତା , କାଳେ ପାଣି ପଡିବ ବୋଲି ଘୋଡାଯାଇଥିଲା । ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମରେ ଆମେ କୈାଣସି ଚାନ୍ସ ନେବା ଅନୁଚିତ । ତଥାପି କ୍ରୀଡା ବିଭାଗ ଓ … Continue reading ସୁରକ୍ଷିତ କାର୍ଯ୍ୟକ୍ରମ ପାଇଁ ପାଲଘୋଡା – ମୁଖ୍ୟ ଶାସନ ସଚିବ
Copy and paste this URL into your WordPress site to embed
Copy and paste this code into your site to embed