ନୂଆଦିଲ୍ଲୀ : ଲୋକସଭାରେ ୨ ଅଜ୍ଞାତ ଯୁବକ ପଶି ଆସିବା ନେଇ ଭର୍ତ୍ତୁହରିଙ୍କ ମନ୍ତବ୍ୟ । ଏ ନେଇ ପ୍ରତିକ୍ରିୟା ଦେଇଛନ୍ତି ଭର୍ତ୍ତୁହରି ମହତାବ । ମହୀଶୂର ସାଂସଦଙ୍କ ରେଫରେନ୍ସରେ ଉଭୟ ଆସିଥିବା ଜଣାପଡିଛି । ସାଂସଦଙ୍କ ରେଫରେନ୍ସରେ ପାସ ପାଇ ଦର୍ଶକ ଗ୍ୟାଲେରୀରେ ବସିଥିଲେ । ସେମାନଙ୍କ କାରବାରରୁଏହା ଯୋଜନାପ୍ରସୂତ ଥିବା ଜଣାପଡୁଛି । ସମ୍ପୁର୍ଣ୍ଣ ଯୋଜନାବଦ୍ଧ ଭାବେ ସେମାନେ ଏଭଳି କରିଥିବା ଜଣାପଡୁଛି । ସୁରକ୍ଷାରେ ଖିଲାପ ହୋଇଥିବା କହିଲେ ଭର୍ତ୍ତୁହରି ମହତାବ ।
Views: 96











