The Ultimate Managed Hosting Platform
ADVERTISEMENT

ସୁରକ୍ଷାକର୍ମୀ କ୍ୟାମ୍ପ ଉପରେ ମାଓବାଦୀଙ୍କ ଆକ୍ରମଣ , ୨ ଯବାନ ଆହତ

Facebook
Twitter
LinkedIn

ମାଲକାନଗିରି : ଯବାନ-ନକ୍ସଲ ଗୁଳି ବିନିମୟ । ୨ କୋବ୍ରା ଯବାନ ଆହତ ହୋଇଛନ୍ତି । ଛତିଶଗଡ଼ ସୁକମା ଜିଲ୍ଲା ଥାନା ଚିନ୍ତଲନାର ଅଞ୍ଚଳରେ ଯବାନ – ଏବଂ ନକ୍ସଲ ମଧ୍ୟରେ ଗୁଳିବିନିମୟ ହୋଇଛି । ଗୁଳି ବିନିମୟରେ କୋବ୍ରାର ୨ ଯବାନର ଆହତ ହୋଇଛନ୍ତି ।ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ର ସୁକମା ଜିଲ୍ଲାରେ ସୁରକ୍ଷା କର୍ମୀ କ୍ୟାମ୍ପ ଉପରେ ମାଓବାଦୀଙ୍କ ଆକ୍ରମଣ। ସିଆରପିଏଫର ୨୦୬ କୋବ୍ରା ବାଟାଲିୟନ ଉପରେ ମାଓବାଦୀଙ୍କ ଆଖିବୁଜା ଗୁଳି ବର୍ଷା।ମାଓବାଦୀ ଗୁଳିରେ ଦୁଇ ଯବାନ ଗୁରୁତର। ଯବାନଙ୍କୁ ଚିକିତ୍ସା ପାଇଁ ଜଗଡଲପୁର ମେଡିକାଲ ପଠାଯାଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login