ମାଲକାନଗିରି : ଆନ୍ଧ୍ରପ୍ରଦେଶରେ ସୁରକ୍ଷାକର୍ମୀଙ୍କ ବଡଧରଣର ଏନକାଉଣ୍ଟର । ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ୬ ମାଓବାଦୀ ନିହତ । ଆଲୁରି ସୀତାରମ ରାଜୁ ଜିଲ୍ଲା ମେରେଡୁମୁଲିରେ ଗୁଳି ବିନିମୟ । ନିହତଙ୍କ ମଧ୍ୟରେ ଜଣେ ଟପ ମାଓନେତା ଥିବା ସୂଚନା । ବଡ ଧରଣର କମ୍ବିଂ ଅପରେସନ ଚାଲିଥିବା ଆନ୍ଧ୍ର ଡିଜିପିଙ୍କ ସୂଚନା । ମୃତ ମାଓବାଦୀଙ୍କ ମଧ୍ୟରେ କିଛି ବଡ କ୍ୟାଡର ମାଓବାଦୀ ଥିବା ସୂଚନା ମିଳିଛି । ସେହିପରି ଛତିଶଗଡ଼ ସୁକମାରେ ମଧ୍ୟ ଏନକାଉଣ୍ଟରରେ ଜଣେ ମାଓବାଦୀ ନିହତ ହୋଇଛି ।
Views: 35











