The Ultimate Managed Hosting Platform
ADVERTISEMENT

ସୁମିତ ଓ ତପସ୍ୱିନୀ ବିବାଦର ଆଜି ରାୟ ଶୁଣାଇବେ ଜିଲ୍ଲା କୋର୍ଟ

Facebook
Twitter
LinkedIn

ବ୍ରହ୍ମପୁର : ଲଗାତାର ଭାବେ ୪୩ ଦିନ ଧରି ଲାଗିଥିବା ସୁମିତ ଓ ତପସ୍ୱିନୀ ବିବାଦର ଆଜି ରାୟ ଶୁଣାଇବେ ଜିଲ୍ଲା କୋର୍ଟ । ବହୁ ଚର୍ଚ୍ଚିତ ଏହି ହାଇ ଭୋଲଟେଜ୍ ଡ୍ରାମାରେ କ’ଣ ରହିବ ରାୟ ତାହା ଉପରେ ରହିଛି ସଭିଙ୍କ ନଜର ।
ସୂଚନା ଅନୁଯାୟୀ ଏସ୍‌ଡିଜେଏମ୍ କୋର୍ଟ ତପସ୍ୱିନୀଙ୍କୁ ଭଡା ଘରେ ରଖିବା ଏବଂ ତାଙ୍କର ସମସ୍ତ ଦାୟିତ୍ୱ ବହନ କରିବା ପାଇଁ ସୁମିତଙ୍କୁ ଦେଇଥିଲେ ନିର୍ଦ୍ଦେଶ । ମାତ୍ର ଏହାକୁ ଚ୍ୟାଲେଞ୍ଜେ କରି ସୁମିତ୍‌ଙ୍କ ଓକିଲ ଜିଲ୍ଲା କୋର୍ଟରେ କରିଥିଲେ ଅପିଲ୍ । ସେପଟେ ତପସ୍ୱିନୀଙ୍କ ଭରଣ ପୋଷଣ ଓ ଚଳିବା ପାଇଁ ୫୦ ହଜାର ଟଙ୍କା ପ୍ରଦାନ କରିବା ପାଇଁ ଏସ୍‌ଡିଜେଏମ୍ କୋର୍ଟରେ କରାଯାଇଥିବା ଖାରଜ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜେ କରି ଜିଲ୍ଲା କୋର୍ଟରେ ଅପିଲ୍ କରିଥିଲେ ତପସ୍ୱିନୀଙ୍କ ଓକିଲ ।୨୭ ତାରିଖରେ ଉଭୟ ଘଟଣାରେ ଦୁଇ ପକ୍ଷର ଓକିଲ ଜିଲ୍ଲା କୋର୍ଟରେ ପକ୍ଷ ରଖିଥିବା ବେଳେ ସୁମିତ ଓ ତପସ୍ୱିନୀ ବିବାଦର ଆଜି ରାୟ ଶୁଣାଇବେ ଜିଲ୍ଲା କୋର୍ଟ । ବିବାଦର ରାୟ ଶୁଣାଇବା ପାଇଁ ଜିଲ୍ଲା କୋର୍ଟ ସମୟ ଧାର୍ଯ୍ୟ କରିଛନ୍ତି । ତେବେ ଜିଲ୍ଲା କୋର୍ଟ ସୁମିତ ଓ ତପସ୍ୱିନୀ ବିବାଦର କ’ଣ ରାୟ ଦେଉଛନ୍ତି ତାହାକ ହିଁ ଅପେକ୍ଷା ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଜଙ୍ଗଲରେ ଯୁବକ ଯୁବତୀଙ୍କ ମୃତଦେହ

ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁ ; ଯବାନ ସ୍ୱାମୀ ଅଟକ

କୋରାପୁଟ : ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁକୁ ନେଇ ଯବାନ ସ୍ୱାମୀଙ୍କୁ ଅଟକ ରଖିଲା ପୋଲିସ । ଘର ଭିତରେ ପୋଡିଯାଇ ଆଇଆରବି ଯବାନଙ୍କ ପତ୍ନୀଙ୍କ ମୃତ୍ୟୁ ମାମଲା...

ADVERTISEMENT
ଓଏସଏସସି ସ୍କାମ ; ସିବିଆଇ ତଦନ୍ତ ଦାବି

CBI ଜାଲରେ RPF ହାବିଲଦାର

ରାଉରକେଲା : ସିବିଆଇ ଜାଲରେ ବନ୍ଧମୁଣ୍ଡା ଅଞ୍ଚଳର ଆରପିଏଫ ହାବିଲଦାର । ୧୫ ହଜାର ଟଙ୍କା ଲାଞ୍ଚ ନେଇ ଆରପିଏଫ ହାବିଲହାର ମହମ୍ମଦ ଇଜହାର କାବୁ ।...

Login