The Ultimate Managed Hosting Platform
ADVERTISEMENT

ସୁଭଦ୍ରା ୨ୟ କିସ୍ତିରୁ ୧ ଲକ୍ଷ ମହିଳା ବଞ୍ଚିତ, ମାର୍ଚ୍ଚ ୩୧ ପରେ ସୁଭଦ୍ରା ସର୍ଭେ

Facebook
Twitter
LinkedIn

ଭୁବନେଶ୍ୱର : ସୁଭଦ୍ରା ୨ୟ କିସ୍ତିରୁ ୧ ଲକ୍ଷ ମହିଳା ବଞ୍ଚିତ । ଏ ନେଇ ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା । ରାସନ କାର୍ଡ ଓ ଆୟରେ ତାଳମେଳ ଅଭାବରୁ ୧ ଲକ୍ଷ ମହିଳା ବଞ୍ଚିତ ହୋଇଛନ୍ତି । ପ୍ରଥମ କିସ୍ତି ପାଇଛନ୍ତି , ମାତ୍ର ଆୟ ବୃଦ୍ଧି ଦର୍ଶାଇ ରାସନ କାର୍ଡ ଫେରାଇଛନ୍ତି । କିଏ ଗାଡି କିଣିଛନ୍ତି , କିଏ ୫ ଏକର ଜମି ନ ଥାଇ ଅଧିକ ଧାନ ମଣ୍ଡିରେ ଦେଇଛନ୍ତି । ଏ ନେଇ ମାର୍ଚ୍ଚ ୩୧ ପରେ ସର୍ଭେ କରାଯିବ । ରାକ୍ଷୀ ପୂର୍ଣ୍ଣିମାରେ ବଞ୍ଚିତ ଯୋଗ୍ୟ ହିତାଧିକାରୀ ଦ୍ୱିତୀୟ କିସ୍ତି ପାଇବେ । ମାର୍ଚ୍ଚ ୩୧ ଯାଏଁ ଯେଉଁମାନଙ୍କୁ ୨୧ ହେଉଥିବ ଆବେଦନ କରିପାରିବେ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login