The Ultimate Managed Hosting Platform
ADVERTISEMENT

ସୁପ୍ରିମକୋର୍ଟରେ ଶ୍ରୀମନ୍ଦିର ମାମଲାର ଅନ୍ତ

Facebook
Twitter
LinkedIn

ଭୁବନେଶ୍ୱର : ଶ୍ରୀମନ୍ଦିର ସମ୍ପର୍କିତ ମାମଲାର ଅନ୍ତ ଘଟାଇଲେ ସୁପ୍ରିମକୋର୍ଟ । ମୃଣାଳିନୀ ପାଢୀଙ୍କ ପକ୍ଷରୁ ଦାୟର ମାମଲାର ଅନ୍ତ ଘଟାଇଲେ । ଦୀର୍ଘ ୫ ବର୍ଷରେ ୨୬ଟି ଶୁଣାଣି ପରେ ମାମଲାର ଅନ୍ତ ଘଟାଇଲେ । ଶ୍ରୀମନ୍ଦିର କମିଟି ପକ୍ଷରୁ ସତ୍ୟପାଠ ଦାଖଲ ପରେ ମାମଲାର ଅନ୍ତ । ମାମଲାର ଅନ୍ତ ଘଟାଇଥିଲେ ବି ଆବେଦନକାରୀଙ୍କୁ କୋର୍ଟଙ୍କ ସୁଯୋଗ । କିଛି ନିଦେ୍ର୍ଦଶ ଅମାନ୍ୟ ଦେଖିଲେ ହାଇକୋର୍ଟରେ ଜଣାଇବାକୁ କହିଲେ । ସୁପ୍ରିମକୋର୍ଟଙ୍କ ନିଦେ୍ର୍ଦଶର ଅନୁପାଳନ ନ ହେଲେ ହାଇକୋର୍ଟରେ ଜଣାଇପାରିବେ । ଯେକେହି ବ୍ୟକ୍ତିବିଶେଷ ଏ ନେଇ ହାଇକୋର୍ଟଙ୍କୁ ଜଣାଇପାରିବେ କହିଲେ । ନିଦେ୍ର୍ଦଶ ଅନୁପାଳନ ହେଉଛି କି ନାହିଁ ହାଇକୋର୍ଟ ମନିଟର କରିବେ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଟ୍ରମ୍ପଙ୍କୁ ମିଳିଲାନି ନୋବେଲ, ମାରିଆଙ୍କୁ ମିଳିଲା ଶାନ୍ତି ନୋବେଲ

ଟ୍ରମ୍ପଙ୍କୁ ମିଳିଲାନି ନୋବେଲ, ମାରିଆଙ୍କୁ ମିଳିଲା ଶାନ୍ତି ନୋବେଲ

ନୂଆଦିଲ୍ଲୀ : ଘୋଷଣା ହେଲା ନୋବେଲ ଶାନ୍ତି ପୁରସ୍କାର । ଭେନେଜୁଏରାଲ ମାରିଆ କୋରିନାଙ୍କୁ ନୋବେଲ ଶାନ୍ତି ପୁରସ୍କାରା ଭେନେଜୁଏଲାରେ ଗଣତନ୍ତ୍ର ପ୍ରତିଷ୍ଠାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ପାଇଁ...

ADVERTISEMENT

Login