The Ultimate Managed Hosting Platform
ADVERTISEMENT

ସୁପ୍ରିମକୋର୍ଟଙ୍କ ରାୟ ଐତିହାସିକ -ପ୍ରଧାନମନ୍ତ୍ରୀ

Facebook
Twitter
LinkedIn

ନୂଆଦିଲ୍ଲୀ : ସୁପ୍ରିମକୋର୍ଟ ରାୟ ଐତିହାସିକ କହିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଧାରା ୩୭୦ ଉଚ୍ଛେଦ ନେଇ ସୁପ୍ରିମକୋଟଙ୍ର୍କ ରାୟ ଐତିହାସିକ । ଜାମ୍ମୁ କାଶ୍ମୀର ଓ ଲଦାଖ ଭାଇ ଭଉଣୀଙ୍କ ସ୍ୱପ୍ନ ପୂରଣ ନିଷ୍ପତ୍ତିରେ ଆମେ ଅଟଳ । ଧାରା ୩୭୦ ଦ୍ୱାରା ପୀଡିତ ସମାଜର ସମ୍ବେଦନଶୀଳ ବର୍ଗ ଯାଏ ବିକାଶ ପହଁଚିଲା । ଆଜିର ରାୟ କେବଳ ଏକ ଆିନଗତ ବିଚାର ନୁହେଁ , ଏହା ଆଶାର ଆଲୋକ । ଉଜ୍ୱଳ ଭବିଷ୍ୟତ ସହ ସୁଦୃଢ ଓ ସଂଗଠିତ ଭାରତ ନିର୍ମାଣ ପାଇଁ ବଦ୍ଧ ପରିକର ।
ଏ ସଂକ୍ରାନ୍ତରେ ‘ଏକ୍ସ୍’ରେ କରିଥିବା ପୋଷ୍ଟ୍ରେ ପ୍ରଧାନମନ୍ତ୍ରୀ ଲେଖିଛନ୍ତି: ଧାରା ୩୭୦ ଉଚ୍ଛେଦ ଉପରେ ଆଜି ସୁପ୍ରିମ୍ କୋର୍ଟଙ୍କ ରାୟ ହେଉଛି ଐତିହାସିକ ଏବଂ ଏହା ୨୦୧୯ ଅଗଷ୍ଟ ୫ରେ ଭାରତର ସଂସଦଦ୍ବାରା ଗ୍ରହଣ କରାଯାଇଥିବା ନିଷ୍ପତ୍ତିକୁ ସାମ୍ବିଧାନିକ ଭାବେ ସମର୍ଥନ କରୁଛି। ଏହା ହେଉଛି ଜମ୍ମୁ ଓ କଶ୍ମୀର ଏବଂ ଲଦାଖର ଭଉଣୀ ଓ ଭାଇମାନଙ୍କ ଆଶା, ପ୍ରଗତି ଓ ଏକତାର ନିର୍ଣ୍ଣାୟକ ଉଦ୍ଘୋଣା। ସର୍ବୋପରେ ଆମେ ଭାରତୀୟମାନେ ସଯତ୍ନ ଅନ୍ତରରେ ଧରି ରଖିଥିବା ଏକତାର ମୂଳମନ୍ତ୍ରକୁ ଅଦାଲତ ତା’ର ଗଭୀର ଜ୍ଞାନଦ୍ବାରା ଆହୁରି ସୁରକ୍ଷିତ କରିଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login