The Ultimate Managed Hosting Platform
ADVERTISEMENT

ସୁପରଫାଷ୍ଟ ଏକ୍ସପ୍ରେସ ଲାଇନଚ୍ୟୁତ

Facebook
Twitter
LinkedIn

ୟୁପି : ଉତ୍ତରପ୍ରଦେଶ ପ୍ରୟାଗରାଜରେ ଟ୍ରେନ ଲାଇନଚ୍ୟୁତ । ସୁହେଲଦେବ ସୁପରଫାଷ୍ଟ ଏକ୍ସପ୍ରେସ ଲାଇନଚ୍ୟୁତ । ପ୍ରୟାଗରାଜ ଷ୍ଟେସନ ନିକଟରେ ଟ୍ରାକରୁ ଖସିଲା ଟ୍ରେନ । ତେବେ ଏହି ଦୁର୍ଘଟଣାରେ କେହି ମୃତାହତ ହୋଇ ନଥିବା ସୂଚନା । ତେବେ ଦୁର୍ଘଟଣା ରାତି ୯ଟା ହୋଇଥିଲା । ଇଂଜିନ ସହିତ ଟ୍ରେନରୁ ଦୁଇଟି ବଗି ଟ୍ରାକରୁ ଖସିଯାଇଥିଲା । ତେବେ ଦୁର୍ଘଟଣା କେମିତି ହେଲା, ତାହା ଏପର୍ୟ୍ୟନ୍ତ ଜଣାପଡିନାହିଁ । ତେବେ ଦୁର୍ଘଟଣା ପରେ ମରାମତି କାର୍ୟ୍ୟ ଜାରି ରହିଛି ।ସୂଚନାଯୋଗ୍ୟ, ରବିବାର ରାତିରେ ଆନ୍ଧ୍ରପ୍ରଦେଶରେ ଏକ ବଡ଼ ରେଳ ଦୁର୍ଘଟଣା ହୋଇଥିଲା । ଏଥିରେ ଦୁଇଟି ପାଞ୍ଜେସର ଟ୍ରେନ ଧକ୍କା ହେବା ଫଳରେ ୧୩ ଜଣଙ୍କ ଜୀବନ ଚାଲିଯାଇଥିଲା ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

କୋଲକତା : ପଶ୍ଚିମବଙ୍ଗରେ ଓଡିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମମତା ବାନାର୍ଜୀଙ୍କୁ ଦିଲ୍ଲୀ ବିଜେପି ସାଂସଦ ବାଂଶୁରୀ ସ୍ୱରାଜଙ୍କ ଟାର୍ଗେଟ । ଝିଅମାନେ ରାତିରେ...

Login