The Ultimate Managed Hosting Platform
ADVERTISEMENT

ସୁନ୍ଦରୀ ହେବାକୁ ହଂସିତା କରିଥିଲେ ପ୍ଲାଷ୍ଟିକ ସର୍ଜରୀ, କମାଇଥିଲେ ୪୦ କେଜି ଓଜନ

Facebook
Twitter
LinkedIn

ଭୁବନେଶ୍ୱର : ହାଇପ୍ରୋଫାଇଲ ହଂସିତାଙ୍କୁ ନେଇ ଧୀରେ ଧୀରେ ଖୋଲୁଛି ଗୁମର । ସାମ୍ନାକୁ ଆସି ନୂଆ ତଥ୍ୟ । ସୁନ୍ଦରୀ ହେବା ପାଇଁ ହଂସିତା କରିଥିଲେ ପ୍ଲାଷ୍ଟିକ ସର୍ଜରୀ । ଏହି ଅପରେସନ ହେଉଛି ଲିପୋସକସନ ସର୍ଜିରୀ । ଏହାପରେ ହଂସିତାଙ୍କର ପୂରା କାୟା ବଦଳି ଯାଇଥିଲା । ତାଙ୍କ ଓଜନ ୧୦୭ କିଲୋରୁ ୭୦ କିଲୋକୁ ଖସି ଆସିଥିଲା । ଚେହେରା ମଧ୍ୟ ଭଲ କରିବା ପାଇଁ ସେ ସର୍ଜରୀ କରିଥିଲେ । ଠକିବା ପାଇଁ ଚେହେରା ବଦଳାଇଥିଲା ହଂସିତା ।ଯେହେତୁ ତାଙ୍କର ଉଦେଶ୍ୟ ଭିନ୍ନ ପ୍ରକାର ଥିଲା, ବଡ଼ ବଡ଼ ଲୋକଙ୍କ ପାଖକୁ ଯାଇ ମିଛ ଡିଲ କରିବା ଥିଲା, ସେମାନଙ୍କୁ ଠକିବା ପାଇଁ ବିଭିନ୍ନ ତରିକା ଆପଣେଇବାର ଥିଲା, ତେଣୁ ହଂସିତା ନିଜ ରୂପ ଓ ଭଙ୍ଗୀ ରେ ଏଭଳି ପରିବର୍ତ୍ତନ କରିଥିଲେ । ଆଉ ତାଙ୍କର ପୂର୍ବରୁ ତାଙ୍କ ନାମ ଥିଲା ବିଷ୍ଣୁପ୍ରିୟା ଚାନ୍ଦ । ଏହି ନାମକୁ ଏକ ଟ୍ରେ୍ଡ଼ିଂ ନା ବଦଳାଇ ଥିଲେ. ନା ରଖିଲେ ହରପ୍ରିୟା ମିଶ୍ର ଓ ପରେ ହଂସିତା ଅଭିଲିପସା।
ହଂସିତା ତିନି ଜଣ ବ୍ୟକ୍ତିଙ୍କୁ ବିବାହ କରିଥିଲେ । ଅନିଲ ମହାନ୍ତି ହେଉଛନ୍ତି ତାଙ୍କର ତୃତୀୟ ସ୍ୱାମୀ । ପ୍ରଥମ ସ୍ୱାମୀ ବ୍ୟବସାୟୀ ସରୋଜ ସାହୁ, ଦ୍ୱିତୀୟ ସ୍ୱାମୀ ରାଜନେତା ଓ ବ୍ୟବସାୟୀ ମନୋଜ ଆଚାର୍ୟ୍ୟ । ତୃତୀୟ ସ୍ବାମୀ ଅନିଲକୁ ବିବାହ କରିଥିଲେ ।
ଆଉ ଏହାପରେ ଉଭୟ ହଂସିତା ଓ ଅନୀଲ ମିଶି ଠକେଇ କରିବା ଆରମ୍ଭ କରିଥିଲେ । ତଦନ୍ତ ବେଳେ ପୋଲିସ ଜାଣିବାକୁ ପାଇଛି ଉଭୟଙ୍କ ନାମରେ ଭୁବନେଶ୍ୱରରେ ରହିଛି ୭ କୋଟି ଟଙ୍କାର ୪ଟି ଫ୍ଲାଟ୍ । ସେହିପରି ଗତକାଲି ମର୍ସଡିସ ବେଞ୍ଜ ଜବତ କରିଥିବା ବେଳେ ଆଜି ଜଗୁଆର ଓ ପୋରସ କାର ଜବତ କରିଛି କମିଶନରେଟ ପୋଲିସ ସ୍ପେଶାଲ କ୍ରାଇମ୍ ୟୁନିଟ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

“ଆମ ଶାସନ” ଶୁଭାରମ୍ଭ , ମୁଖ୍ୟମନ୍ତ୍ରୀ କଲେ ଶୁଭାରମ୍ଭ

ଓଡିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅନ୍ୟନ୍ତ ନିନ୍ଦନୀୟ ; ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ପଶ୍ଚିମବଙ୍ଗରେ ଓଡିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଉଦବେଗ । ଏହା ଅତ୍ୟନ୍ତ ନିନ୍ଦନୀୟ ଓ ପୀଡା ଦାୟକ, ମୁଁ ଗଭୀର ଭାବରେ ମର୍ମାହତ...

ବିଜେଡିକୁ ଶକ୍ତ ଝଟକା ; ପଦ୍ମ ଧରିଲେ ଜୟ ଢୋଲକିଆ

ବିଜେଡିକୁ ଶକ୍ତ ଝଟକା ; ପଦ୍ମ ଧରିଲେ ଜୟ ଢୋଲକିଆ

ଭୁବନେଶ୍ୱର : ବିଜେପିରେ ମିଶିଲେ ଜୟ ଢୋଲକିଆ । ସ୍ୱର୍ଗତ ବିଜେଡି ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ । ନୂଆପଡା ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ହେବା...

ADVERTISEMENT
ପଶ୍ଚିମବଙ୍ଗରେ ଓଡିଶା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା ; ସହଯୋଗ ମିଳୁନି କହିଲେ ପୀଡିତାଙ୍କ ବାପା

ପଶ୍ଚିମବଙ୍ଗରେ ଓଡିଶା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା ; ସହଯୋଗ ମିଳୁନି କହିଲେ ପୀଡିତାଙ୍କ ବାପା

ଜଳେଶ୍ୱର : ପଶ୍ଚିମବଙ୍ଗରେ ଓଡିଶା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମେଡିକାଲ କର୍ତ୍ତୁପକ୍ଷଙ୍କ ସହଯୋଗ ମିଳୁନି କହିଲେ ପୀଡିତାଙ୍କ ବାପା । ମୋତେ ଘଟଣାକୁ ନେଇ କେହି...

Login