The Ultimate Managed Hosting Platform
ADVERTISEMENT

ସୁନ୍ଦରଗଡରେ ୧୬ ଜଣଙ୍କର ଅସ୍ୱାଭାବିକ ମୃତ୍ୟୁ

Facebook
Twitter
LinkedIn

ରାଉରକେଲା: ରାଉରକେଲାରେ ଅସ୍ୱାଭାବିକ ମୃତ୍ୟୁ ସଂଖ୍ୟା ୧୬କୁ ବୃଦ୍ଧି । ରାଉରକେଲା ଆରଜିଏଚରେ ଚିକିତ୍ସାଧୀନ ଆଉ ୨ ଜଣଙ୍କର ମୃତ୍ୟୁ ହୋଇଛି । ଗତକାଲି ୧୪ ଜଣ ଲୋକଙ୍କ ଅସ୍ୱାଭାବିକ ଭାବେ ମୃତ୍ୟୁ ଘଟିଥିଲା । ଏସବୁ ମୃତ୍ୟୁ ଅଂଶୁଘାତ ବୋଲି ସନେ୍ଦହ କରାଯାଉଛି । ସେହିଭଳି ରାଉରକେଲା ହସ୍ପିଟାଲରେ ୨୩ ଜଣ ଚିକିତ୍ସାଧୀନ ଅଛନ୍ତି । ଏଥିରେ ଅନ୍ୟ ଜିଲ୍ଲା ଏବଂ ଝାଡଖଣ୍ଡର ଲୋକଥିବା ସୂଚନା ରହିଛି । ରାଉରକେଲା ଏଡିଏମ ଓ ପାନପୋଷ ଉପଜିଲ୍ଲାପାଳ ପହଁଚି ସ୍ଥିତିର ସମୀକ୍ଷା କରିଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login