The Ultimate Managed Hosting Platform
ADVERTISEMENT

ସୁନା ଦୋକାନରୁ ଲୁଟିନେଲେ ଲୁଟେରା

Facebook
Twitter
LinkedIn

ଧର୍ମଗଡ଼ : ଲୁଟିନେଲେ ଲୁଟେରା । ସୁନା ଅଳଙ୍କାର ଦୋକାନରୁ ଲୁଟ୍ । ଏହି ଲୁଟ୍ ହୋଇଛି କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ବେହେରା ଗାଁରୁ । ଥାନାରେ ଅଭିଯୋଗ ପରେ ପୋଲିସର ଘଟଣାର ତଦନ୍ତ ଆରମ୍ଭ କରିଛି । ସୂଚନା ଅନୁଯାୟୀ, ମଙ୍ଗଲମ ଜୁଏଲାର୍ସ ନାମକ ଏକ ଦୋକାନରୁ ସୋମବାର ରାତିରେ ଲୁଟ୍ ହୋଇଛି । ଦୋକାନରୁ ଲକ୍ଷାଧିକ ଟଙ୍କାର ସୁନା ସହିତ ୧୫ କେଜି ରୂପା ଲୁଟିନେଲେ ଦୁର୍ବୁତ୍ତ । ଏନେଇ ଦୋକାନ ମାଲିକ ପିଣ୍ଟୁ ଆଚାରି କୋକସରା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ପରେ ପୋଲିସ ଘଟଣାର ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ଅନଲାଇନରେ ଅବଢା !

ଅନଲାଇନରେ ଅବଢା !

ପୁରୀ : ଅନଲାଇନରେ ଅନ୍ନପ୍ରସାଦ ବା ଅବଢା ମିଳିବା ନେଇ ବିଜ୍ଞାପନ । ଅବଢା ବିଜ୍ଞାପନ ସୋସିଆଲ ମିଡିଆରେ ଭାଇରାଲ । ଏକ ଫୁଡ ଆପ୍ଲିକେସନ ପକ୍ଷରୁ...

Login