The Ultimate Managed Hosting Platform
ADVERTISEMENT

ସୁନାପୁର ବିଚକୁ ମିଳିଲା ବ୍ଲୁ ଫ୍ଲାଗ ମାନ୍ୟତା

Facebook
Twitter
LinkedIn

ଗଞ୍ଜାମ : ଗଞ୍ଜାମର ସୁନାପୁର ବିଚକୁ ମିଳିଲା ବ୍ଲୁ ଫ୍ଲାଗ ମାନ୍ୟତା । ଅନ୍ତର୍ଜାତୀୟ ବ୍ଲୁ ଫ୍ଲାଗ ସାର୍ଟିଫିକେଟ ହାସଲ କରିଛି ବ୍ଲୁ ଫ୍ଲାଗ ବିଚ । ଡେନମାର୍କ ସ୍ଥିତ ଫାଉଣ୍ଡେସନ ଫର ଏନଭରମେଣ୍ଟ ଏଜୁକେସନ ପକ୍ଷରୁ ମାନ୍ୟତା ପ୍ରଦାନ କରାଯାଇଛି । ବ୍ଲୁ ଫ୍ଲାଗ ବିଚ ହେଉଛି ଇକୋ ଟୁରିଜିମ ମଡେଲ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login