The Ultimate Managed Hosting Platform
ADVERTISEMENT

ସୁଖୋଇ -୩୦ରେ ଉଡିଲେ ରାଷ୍ଟ୍ରପତି

Facebook
Twitter
LinkedIn

ନୂଆଦିଲ୍ଲୀ : ସୁଖୋଇ -୩୦ରେ ଉଡିଲେ ରାଷ୍ଟ୍ରପତି । ଲଢୁଆ ସୁଖୋଇ-୩୦ ରେ ଉଡିଲେ ରାଷ୍ଟ୍ରପତି ଦୈାପଦୀ ମୁର୍ମୁ । ଆସାମ ତେଜପୁର ଏୟାର ଫୋର୍ସ ଷ୍ଟେସନରୁ ଉଡାଣ । ବାୟୁସେନା ପୋଷାକରେ ସୁଖୋଇ -୩୦ ରେ ଉଡିଲେ ରାଷ୍ଟ୍ରପତି ।
ଆସାମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସ୍ୱାଗତ ପାଇଁ ଜୋରଦାର ପ୍ରସ୍ତୁତି କରାଯାଇଥିଲା। ୨ ଦିନିଆ ଆସାମ ଗସ୍ତରେ ଅଛନ୍ତି ରାଷ୍ଟ୍ରପତି ଦ୍ରୈାପଦୀ ମୁର୍ମୁ। ଆଜି ଏଠାରେ ସୁଖୋଇ ଯୁଦ୍ଧ ବିମାନରେ ବସି ଉଡିଛନ୍ତି ରାଷ୍ଟ୍ରପତିଙ୍କ । ତେବେ କେବଳ ରାଷ୍ଟ୍ରପତି ଦ୍ରୌପଦି ମୁର୍ମୁ ହିଁ ନୁହଁନ୍ତି ପୂର୍ବରୁ ଭାରତର ଅନେକ ରାଷ୍ଟ୍ରପତି ଲଢୁଆ ବିମାନରେ ବସି ଉଡ଼ାଣ ଭରିଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login