The Ultimate Managed Hosting Platform
ADVERTISEMENT

ସୀମାନ୍ତରେ ବଢୁଛି କୋଭିଡ

Facebook
Twitter
LinkedIn

ଭୁବନେଶ୍ୱର : କୋଭିଡ ନେଇ ଜନସ୍ୱାସ୍ଥ୍ୟ ନିଦେ୍ର୍ଦଶକ ନିରଞ୍ଜନ ମିଶ୍ରଙ୍କ ପ୍ରତିକ୍ରିୟା । ନବରଙ୍ଗପୁର , ମାଲକାନଗିରି ଗସ୍ତ ପରେ ଜନସ୍ୱାସ୍ଥ୍ୟ ନିଦେ୍ର୍ଦଶକଙ୍କ ମନ୍ତବ୍ୟ । ଛତିଶଗଡ ସୀମାକୁ ଲାଗିଥିବା ଜିଲ୍ଲାରେ ସଂକ୍ରମଣ ବଢୁଥିବା କହିଲେ ଜନସ୍ୱାସ୍ଥ୍ୟ ନିଦେ୍ର୍ଦଶକା ନବରଙ୍ଗପୁର , ସମ୍ବଲପୁର , ନୂଆପଡାରେ କୋଭିଡ କେସ ବଢୁଛି । ବାହାରୁ ଆସୁଥିବା ଲୋକଙ୍କ ଉପରେ ନଜର ରଖାଯାଇଛି । ସଂକ୍ରମଣ କେବେ କମିବ ତାହା ଏବେଠୁ କହି ହେବନି । ପିକ୍ ନେବା ପରେ ପ୍ଲାଟୋ ଷ୍ଟେଜ୍କୁ ଆସିଲାଣି , କିଛି ଦିନ ଏମିତି ରହିବ । ପ୍ରତିଦିନ ୩୦୦ରୁ ୪୦୦ କେସ ରହୁଛି । ସତର୍କ ରହିବାକୁ ପଡିବ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login