ଜୟପୁର : ବୋରିଗୁମ୍ମା ଥାନା ବିଜାପୁରରେ ମର୍ମନ୍ତୁଦ ସିରିଜ ଦୁର୍ଘଟଣା । ଅଟୋ ଓ ୨ ବାଇକକୁ ଧକ୍କା ଦେଲା କାର । ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ । ଘଟଣାସ୍ଥଳରେ ୨ ମହିଳାଙ୍କ ସମେତ ୩ ମୃତ । ୧୩ ଜଣ ଗୁରୁତର ହୋଇଛନ୍ତି । ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ୪ ଜଣ ଗୁରୁତରଙ୍କୁ ୪ ଜଣ କୋରାପୁଟ ମେଡିକାଲ ସ୍ଥାନାନ୍ତର ।
Views: 132











