The Ultimate Managed Hosting Platform
ADVERTISEMENT

ସିବିଆଇ ଜାଲରେ ଅଡିଟର

Facebook
Twitter
LinkedIn

ଭୁବନେଶ୍ୱର : ସିବିଆଇ ଜାଲରେ ଏଜି ଅଫିସ ଭୁବନେଶ୍ୱରର ଅଡିଟର । ଏଜି ଅଫିସ ଭୁବନେଶ୍ୱରର ଅଡିଟର ସନ୍ତୋଷ ପାଣିଗ୍ରାହୀ ଗିରଫ । ମେଡିକାଲ ବିଲ କ୍ଲିୟରାନ୍ସ ପାଇଁ ୬,୫୦୦ ଟଙ୍କା ଲାଞ୍ଚ ନେଇ ଗିରଫ । ଭୁବନେଶ୍ୱର ଆରଟିଓ ଅଫିସ ସମ୍ମୁଖରେ ଲାଞ୍ଚ ନେବା ବେଳେ ଧରିଲା ସିବିଆଇ । ମେଡ଼ିକାଲ ବିଲ ପାସ କରିଦେବାକୁ କହି ଅଡିଟର୍ ସନ୍ତୋଷ ପାଣିଗ୍ରାହୀ ଲାଞ୍ଚ ନେଉଥିବା ବେଳେ ଧରିଲା ସିବିଆଇ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login