The Ultimate Managed Hosting Platform
ADVERTISEMENT

ସିନେ ପ୍ରଯୋଜକ ମୁହାଁ ମୁହିଁ

Facebook
Twitter
LinkedIn

ଭୁବନେଶ୍ୱର : ଉକ୍ରଳ ସିନେ ଚାମ୍ବର ଅଫ କମର୍ସର ୨ ଗୋଷ୍ଠୀ ମୁହାଁ ମୁହିଁ । ପ୍ରେସ କନଫରେନ୍ସକୁ ନେଇ ୨ ଗୋଷ୍ଠୀ ମଧ୍ୟରେ ପାଟିତୁଣ୍ଡ । ଟଙ୍କା ହେରଫେର ଅଭିଯୋଗର ସ୍ପଷ୍ଟୀକରଣକୁ ନେଇ ମୁହାଁମୁହିଁ । ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହେବାରୁ ହସ୍ତ କ୍ଷେପ କଲା ପୁଲିସ । ଉଭୟ ଗୋଷ୍ଠୀର ପ୍ରଯୋଜକଙ୍କୁ ଥାନା କୁ ଆଣି ପଚରା ଉଚରା । ସଂଘ ଟୁଟୁ ନାୟକଙ୍କ ବିରୋଧରେ ବିଭିନ୍ନ ଅଭିଯୋଗ କରୁଥିଲା । କିନ୍ତୁ ଠିକ୍ ଏହି ସମୟରେ ଟୁଟୁ ନାୟକ ଓ ତାଙ୍କ ସମର୍ଥକ ସମ୍ନାକୁ ଆସି ଅଭିଯୋଗ ମିଥ୍ୟ ବୋଲି ଦାବି କରିଥିଲେ । ଯାହାକୁ ନେଇ କିଛି ସମୟ ପାଇଁ ଉତ୍ତେଜନା ଓ ହାତାହତି ପରିସ୍ଥିତି ଦେଖା ଯାଇଥିଲା ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login