The Ultimate Managed Hosting Platform
ADVERTISEMENT

ସିଏନଜି ଟ୍ରକ ସହ ଏଲପିଜି ଟ୍ୟାଙ୍କର ଧକ୍କା, ୫ ଜଣଙ୍କର ଚାଲିଗଲା ଜୀବନ

Facebook
Twitter
LinkedIn

ଜୟପୁର : ରାଜସ୍ଥାନ ଜୟପୁରରେ ଭୟଙ୍କର ସଡକ ଦୁର୍ଘଟଣା । ସିଏନଜି ଟ୍ରକ ସହ ଏଲପିଜି ଟ୍ୟାଙ୍କର ଧକ୍କାରୁ ଲାଗିଲା ନିଆଁ । ଦୁଇ ଗାଡି ମଧ୍ୟରେ ଧକ୍କାରୁ ଭୟାନକ ନିଆଁ ଲାଗିଥିଲା । ଏହି ଅଗ୍ନିକାଣ୍ଡରେ ୫ ଜଣ ଜୀବନ୍ତ ଦଗ୍ଧ ହୋଇଥିବା ବେଳେ ୪୦ରୁ ଅଧିକ ଗାଡି ଜଳିଯାଇଛି । ଏହି ଦୁର୍ଘଟଣାରେ ୨୫ରୁ ଅଧିକ ଜଣ ପୋଡି ହୋଇ ଗୁରୁତର ଅଛନ୍ତି । ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ନିଆଁ ଲିଭାଇବାକୁ ଘଟଣାସ୍ଥଳରେ ୨୦ଟି ଅଗ୍ନିଶମ ବାହିନୀର ଗାଡି ମୁତୟନ ହୋଇଛନ୍ତି । ଘଟଣାସ୍ଥଳରେ ଜିଲ୍ଲା ପ୍ରଶାସନର ଟିମ ପହଁଚି ଉଦ୍ଧାରକାର୍ଯ୍ୟ ଚଳାଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login