The Ultimate Managed Hosting Platform
ADVERTISEMENT

ସାର ପାଇଁ NH ଅବରୋଧ

Facebook
Twitter
LinkedIn

ଦିଗପହଣ୍ଡି : ପୁଣି ସାର ପାଇଁ ରାସ୍ତା ଅବରୋଧ କଲେ ଚାଷୀ । ଦିନକୁ ଦିନ ସାର ସଙ୍କଟ ରାଜ୍ୟରେ ଦେଖା ଯାଉଛି । ସାର ନ ମିଳିବାରୁ ଚାଷୀଙ୍କ ଭିତରେ ଅସନ୍ତୋଷ ବଢୁଛି । ପୁଣି ଥରେ ସାର ପାଇଁ ଚାଷୀ ମାନେ ରାସ୍ତା ଅବରୋଧ କରିଛନ୍ତି । ସାର ପାଇଁ ଏନଏଚ ୩୨୬ ଅବରୋଧ କଲେ ଶତାଧିକ ଚାଷୀ । ଆସିକା-ଦିଗପହଣ୍ଡି ରାସ୍ତା ହାଟପଦା ଛକ ନିକଟରେ ରାସ୍ତା ଅବରୋଧ । ସାର ନ ମିଳିବାରୁ ଟାୟାର ଜାଳି ରାସ୍ତା ଅବରୋଧ କଲେ ଚାଷୀ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login