The Ultimate Managed Hosting Platform
ADVERTISEMENT

ସାର ଅଭାବ ; ଏନଏଚ ଅବରୋଧ କଲେ ଚାଷୀ

Facebook
Twitter
LinkedIn

ମାଲକାନଗିରି : ସାର ଅଭାବ ପ୍ରତିବାଦରେ ଏନଏଚରେ ଅବରୋଧ କଲେ ଚାଷୀ । ଏନଏଚ ୩୨୬ ମାଥିଲି ଲ୍ୟାମ୍ପସ ନିକଟରେ ଚାଷୀଙ୍କ ଅବରୋଧ । ସାର ନ ମିଳିବା ଯାଏଁ ଆନ୍ଦାଳେନ ଜାରି ରହିବ ବୋଲି ଅଡି ବସିଛନ୍ତି । ପୂର୍ବରୁ ସାର କଳାବଜାରୀ ନେଇ ଅଭିଯୋଗ କରିଥିଲେ ଚାଷୀ । ମାଲକାନଗିରି-ଜୟପୁର ମୁଖ୍ୟ ରାଜପଥରେ ଯାନବାହାନ ଚଳାଚଳ ଠପ ରହିଛି । ସାର ନମିଳିବାରୁ ଚାଷୀ ଅସନ୍ତୋଷ ଦେଖାଦେଇଛି । ଘଟଣାସ୍ଥଳରେ ଉତ୍ତେଜନାମୂଳକ ପରିସ୍ଥିତି ଦେଖାଦେଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login