The Ultimate Managed Hosting Platform
ADVERTISEMENT

ସାରା ଦେଶରେ ହର୍‌-ଘର୍‌-ତ୍ରିରଙ୍ଗା ଅଭିଯାନ

Facebook
Twitter
LinkedIn

ଆଜାଦୀ କା ଅମୃତ ମହୋତ୍ସବରେ ଅଂଶବିଶେଷ ଭାବେ ଆରମ୍ଭ ହୋଇଥିବା ହର୍‌-ଘର୍‌-ତ୍ରିରଙ୍ଗା ଅଭିଯାନ ଆସନ୍ତାକାଲି ପର୍ପ୍ୟନ୍ତ ଚାଲିବ । ନିଜ ନିଜ ଘରେ ତ୍ରିରଙ୍ଗା ଉଡାଇ ଦେଶ ସ୍ୱାଧୀନତାର ୭୫ ବର୍ଷ ପାଳନ କରିବା ଲକ୍ଷ୍ୟରେ ଶନିବାର ଠାରୁ ଆରମ୍ଭ ହୋଇଥିବା ହର୍‌-ଘର୍‌-ତ୍ରିରଙ୍ଗା ଅଭିଯାନ ସାରା ଦେଶରେ ଉଚ୍ଛ୍ୱସିତ ସମର୍ଥନ ମିଳିଛି ।

ଏହି ଅଭିଯାନ ପ୍ରତି ଲୋକମାନଙ୍କର ଉଚ୍ଛ୍ୱସିତ ସମର୍ଥନରେ ନରେନ୍ଦ୍ର ମୋଦୀ ଆନନ୍ଦ ପ୍ରକାଶ କରିବା ସହ ଟ୍ୱିଟ୍ କରି ଶ୍ରୀ ମୋଦୀ କହିଛନ୍ତି ସମାଜର ବିଭିନ୍ନ ବର୍ଗର ଲୋକମାନେ ବହୁସଂଖ୍ୟାରେ ଏହି ଅଭିଯାନରେ ଅଂଶଗ୍ରହଣ କରିବା ଅତ୍ୟନ୍ତ ଆନନ୍ଦର ବିଷୟ । ହର୍‌-ଘର୍‌-ତ୍ରିରଙ୍ଗା ଡଟ୍ କମ୍ ଜରିଆରେ ତ୍ରିରଙ୍ଗା ପତାକାର ଫଟୋ ଉଠାଇବାକୁ ପ୍ରଧାନମନ୍ତ୍ରୀ ସମସ୍ତଙ୍କୁ ପରାମର୍ଶ ଦେଇଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଗହଣା ଦୋକାନରୁ ଲୁଟ

ଗହଣା ଦୋକାନରୁ ଲୁଟ

ଜଳେଶ୍ୱର : ବିଳମ୍ବିତ ରାତିରେ ସଟର ତାଡି ଗହଣା ଦୋକାନରୁ ଲୁଟ । କମର୍ଦ୍ଦା ଥାନା ବେଲଦା ହାଟପଦା ନିକଟ ଗହଣା ଦୋକାନରୁ ଲୁଟ । କେତେ...

ADVERTISEMENT
ବିଧାନସଭା ପରମ୍ପରାକୁ ହତ୍ୟା କରାଯାଇଛି-ଭକ୍ତ

ବଳଙ୍ଗା ପୀଡିତା ମୃତ୍ୟୁ ଘଟଣା : ଅଗଷ୍ଟ ୧୪ରେ ପଦଯାତ୍ରା କରିବ କଂଗ୍ରେସ

ଭୁବନେଶ୍ୱର : ବଳଙ୍ଗା ପୀଡ଼ିତାଙ୍କ ମୃତ୍ୟୁ ପରେ ପିସିସି ସଭାପତି ପ୍ରତିକ୍ରିୟା ରଖିଛନ୍ତି। ଆଗାମୀ ଦିନରେ ପୀଡ଼ିତାଙ୍କୁ ନ୍ୟାୟ ଦେବାକୁ ଲଢ଼ିବ କଂଗ୍ରେସ । ଅଗଷ୍ଟ ୧୪...

Login