The Ultimate Managed Hosting Platform
ADVERTISEMENT

ସାରା ଦେଶରେ ଭୋଟ ଚୋରି : ରାହୁଲ

Facebook
Twitter
LinkedIn

ନୂଆଦିଲ୍ଲୀ : ପୁଣି ନିର୍ବାଚନ ଆୟୋଗଙ୍କ ଉପରେ ବର୍ଷିଲେ ରାହୁଲ ଗାନ୍ଧୀ । ସାରା ଦେଶରେ ଭୋଟ ଚୋରି ହେଉଥିବା କହି ବର୍ଷିଲେ । ଭୋଟର ଲିଷ୍ଟରେ ବ୍ୟାପକ ଅନିୟମିତତା ହେଉଛି । ମହାରାଷ୍ଟ୍ର ଓ କର୍ଣ୍ଣାଟକରେ ନକଲି ଭୋଟର ତାଲିକା । ମହାରାଷ୍ଟ୍ରରେ ୪୦ ଲକ୍ଷ ଭୋଟ ରହସ୍ୟମୟ ବୋଲି କହିଲେ ରାହୁଲ । କର୍ଣ୍ଣାଟକରେ ବି ଲକ୍ଷାଧିକ ନକଲି ଭୋଟର ପାଇଲୁ । ଭୋଟର ତାଲିକା ଠିକ ନା ଭୁଲ ଇସିଆଇ ଜବାବ ରଖୁ । ନିର୍ବାଚନ ଆୟୋଗ ଇଲେକ୍ଟ୍ରୋନିକ ଡାଟା କାହିଁକି ଦେଉନାହିଁ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ନାବାଳିକା ଦୁଷ୍କର୍ମକାରୀକୁ ୨୫ ବର୍ଷ କାରାଦଣ୍ଡ

୩ ଦୁଷ୍କର୍ମୀଙ୍କୁ ଆଜୀବନ

ବାରିପଦା : ୩ ଦୁଷ୍କର୍ମୀଙ୍କୁ ଆଜୀବନ ଜେଲ ଦଣ୍ଡାଦେଶ । କାହ୍ନୁ ମାରାଣ୍ଡି, ବୃନ୍ଦାବନ ନାୟକ, ସୋଲେ ହାଁସଦାଙ୍କୁ ଆଜୀବନ । ୩ ଦୁଷ୍କର୍ମୀ ଦଣ୍ଡାଦେଶ ଶୁଣାଇଲେ...

ADVERTISEMENT

Login