The Ultimate Managed Hosting Platform
ADVERTISEMENT

ସାମ୍ମାନକୁ ଆସିଲା ଅନନ୍ୟା – ଆଦିତ୍ୟ ଭିଡିଓ।

Facebook
Twitter
LinkedIn

ମୁମ୍ଵାଇ ୨୧।୧୦: ଚୁଲବୁଲି ବଲିଉଡ୍‌ ଅଭିନେତ୍ରୀ ଅନନ୍ୟା ପାଣ୍ଡେ ଏବଂ ହ୍ୟାଣ୍ଡସମ୍‌ ହଙ୍କ ଆଦିତ୍ୟ ରୟ କପୁର। ବର୍ତ୍ତମାନ ଦୁହିଁକୁ ନେଇ ବିଟାଉନ୍‌ରେ ଖୁବ୍‌ ଚର୍ଚ୍ଚା । ଉଭୟଙ୍କ ନାମ ଦୀର୍ଘ ଦିନ ଧରି ଆଲୋଚନା କୁହାଯାଉଛି। କୁହାଯାଉଛି କି ଉଭୟ ପରସ୍ପରକୁ ଡେଟ୍ କରୁଛନ୍ତି। ନିକଟରେ ରମେଶ ତୌରାନୀଙ୍କ ଦିୱାଲୀ ପାର୍ଟିର କିଛି ଫଟୋ ସାମ୍ନାକୁ ଆସିଥିଲା। ଯେଉଁଥିରେ ଉଭୟ ପରସ୍ପର ସହ କଥା ହେଉଥିବା ଦେଖିବାକୁ ମିଳିଥିଲା।
କେବଳ ଏତିକି ନୁହେଁ ଗୁରୁବାର ଦିନ ମନୀଷ ମଲହୋତ୍ରା ଏକ ଦିୱାଲୀ ପାର୍ଟିର କରିଥିଲେ । ଅନେକ ସେଲିବ୍ରେଟ୍ ଉପସ୍ଥିତ ଥିଲେ। କିନ୍ତୁ ସବୁଠାରୁ ବଡ କଥା ହେଲା ଏହି ସମୟରେ ଆଦିତ୍ୟ ଏବଂ ଅନନ୍ୟା ଏକାଠି ଆସିଥିଲେ ଏବଂ ପରେ ଉଭୟ ଫଟୋ ଏକାଠି କ୍ଲିକ୍ କରିଥିଲେ। କେବଳ ଏତିକି ନୁହେଁ, ଦୁହେଁ ଏକା ପରି କଳା ରଙ୍ଗର ପୋଷାକ ପିନ୍ଧିଥିଲେ।

ବାସ୍ତବରେ, ସମସ୍ତ ସେଲିବ୍ରେଟମାନଙ୍କୁ ଦେଖି ଏହା ସ୍ପଷ୍ଟ ହେଲା ଯେ ମନୀଷଙ୍କ ଦିୱାଲୀ ପାର୍ଟିର ଥିମ୍ ଧଳା, କଳା ଏବଂ ଗୋଲଡେନ୍‌ ରଖିଥିଲେ। ହେଲେ ଆଦିତ୍ୟ ଏବଂ ଅନନ୍ୟା କେବଳ କଳା ରଙ୍ଗର ପୋଷାକ ବାଛିଥିଲେ । ବର୍ତ୍ତମାନ ଉଭୟଙ୍କ ଫଟୋ ଏବଂ ଭିଡିଓକୁ ଏକାଠି ଦେଖିବା ପରେ ଏହା ଅନୁମାନ କରାଯାଉଛି ଯେ ଉଭୟେ ସେମାନଙ୍କ ସମ୍ପର୍କକୁ ଅଲଗା ଢଙ୍ଗରେ ନିଶ୍ଚିତ କରିଛନ୍ତି ବୋଧ ହୁଏ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ମେ’ ୧୦ ରେ ଝାରସୁଗୁଡା ଉପନିର୍ବାଚନ

ନୂଆପଡା ଉପନିର୍ବାଚନ ବିଜ୍ଞପ୍ତି ; ଉପନିର୍ବାଚନରେ ବ୍ୟବହାର ହେବ ହେଲିକପ୍ଟର

ନୂଆପଡା : ନୂଆପଡା ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । ଆଜିଠୁ ନାମାଙ୍କର , ୨୦ ତାରିଖ ନାମାଙ୍କନ ଦାଖଲର ଶେଷ ଦିନ । ୨୨...

ADVERTISEMENT
ମମତାଙ୍କୁ ପ୍ରଭାତୀଙ୍କ ଟାର୍ଗେଟ

ମମତାଙ୍କୁ ପ୍ରଭାତୀଙ୍କ ଟାର୍ଗେଟ

ଭୁବନେଶ୍ୱର : ମମତା ବାନାର୍ଜୀଙ୍କୁ କଡା କାଉଣ୍ଟପ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ଝିଅମାନେ ରାତିରେ ବାହାରକୁ ଯିବା ଉଚିତ ନୁହେଁ ମମତାଙ୍କ ମନ୍ତବ୍ୟକୁ ସମାଲୋଚନା...

Login