The Ultimate Managed Hosting Platform
ADVERTISEMENT

ସାମାନ୍ୟ ବଚସାରୁ ପଡୋଶୀଙ୍କୁ ପିଟିପିଟି ହତ୍ୟା

Facebook
Twitter
LinkedIn

ଖୋର୍ଦ୍ଧା: ସାମାନ୍ୟ ବଚସାରୁ ପଡୋଶୀଙ୍କୁ ପିଟିପିଟି ହତ୍ୟା । ଏମିତି ଏକ ବିଭତ୍ସ ହତ୍ୟା ଘଟିଛି ଖୋର୍ଦ୍ଧା ଜିଲ୍ଲା ନୂଆଗଡ଼ ଅଞ୍ଚଳରେ । ମୃତକ ହେଲେ ୪୨ ବର୍ଷିୟ କୃଷ୍ଣଚନ୍ଦ୍ର ମାଝୀ । କାହିଁକି ପଡୋଶୀ ହତ୍ୟାକଲେ, ହତ୍ୟାକାଣ୍ଡର ପ୍ରକୃତ କାରଣ କଣ ତାହା ଅସ୍ପଷ୍ଟ ରହିଥିବାବେଳେ ପୁର୍ବ ଶତ୍ରୁତାକୁ ଏଭଳି ହୋଇଥିବା ସନ୍ଦେହ କରାଯାଉଛି । ସେପଟେ ପୋଲିସ ସୂଚନା ପାଇ ଘଟଣାସ୍ଥଳରେ ପହଁଚିଛି । ମାମଲାରେ ଜଣଙ୍କୁ ଅଟକ ରଖି ତଦନ୍ତ କରୁଛି ପୋଲିସ । ଘଟଣାରେ ଯିଏ ମଧ୍ୟ ସଂଶ୍ଲିଷ୍ଟ ରହିଥିବେ ଆଇନ୍ ଅନୁଯାୟୀ ସେମାନଙ୍କ ବିରୋଧରେ କଠୋର କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଜଣେ ବରିଷ୍ଠ ପୋଲିସ ଅଧିକାରୀ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login