ଅନୁଗୁଳ : ସାତକୋଶିଆ ଅଭୟାରଣ୍ୟରେ ୨ଟି ହାତୀ ମୃତ । ଜଗନ୍ନାଥପୁର ଗାଁ ନିକଟ ଜଙ୍ଗଲରେ ୨ଟି ହାତୀର ମୃତଦେହ ଠାବ । କିପରି ମୃତ୍ୟୁ ହେଲା ଅସ୍ପଷ୍ଟ , ଘଟଣାସ୍ଥଳକୁ ଗଲା ବନ ବିଭାଗ । ବିଦ୍ୟୁତ ଆଘାତରେ ୨ ହାତୀଙ୍କ ମୃତ୍ୟୁ ହୋଇଥିବା ସନ୍ଦେହ । ଗୋଟିଏ ଦନ୍ତା ଓ ଗୋଟିଏ ମାଈ ହାତୀର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ହାତୀ ମୃତ୍ୟୁ ପରେ ଘଟଣାସ୍ଥଳକୁ ଗଲା ସାତକୋଶିଆ ବନଖଣ୍ଡ ଟିମ୍ । ଏନେଇ ସାତକୋଶିଆ ଡିଏଫଓ ସୂଚନା ଦେଇଛନ୍ତି।
Views: 94