The Ultimate Managed Hosting Platform
ADVERTISEMENT

ସାଢେ ୧୧ରୁ ନିଆଁ ବର୍ଷା

Facebook
Twitter
LinkedIn

ଭୁବନେଶ୍ୱର : ଭୁବନେଶ୍ୱର ସହ ଜଳୁଛି ସମ୍ବଲପୁର । ଅସହ୍ୟ ତାତିକୁ ପ୍ରବଳ ଗୁଳୁଗୁଳି । ସକାଳ ୮ଟା ହେବା ମାତ୍ରେ ଘରୁ ବାହାରିବା ହୋଇପଡୁଛି ଅସମ୍ଭବ । ସାରା ରାଜ୍ୟରେ ପ୍ରବାହ ଗ୍ରୀଷ୍ମ ପ୍ରବାହ ଜାରି । ସାଢେ ୧୧ରେ ଅଧିକାଂଶ ଅଞ୍ଚଳରେ ତାପମାତ୍ରା ୪୦ ପାଖାପାଖି । ଭୁବନେଶ୍ୱର ରାଜ୍ୟରେ ସର୍ବାଧିକ ଉତ୍ତପ୍ତ । ଭୁବନେଶ୍ୱର ସହ ସମ୍ବଲପୁରରେ ତାପମାତ୍ରା ୩୯.୨ ଡିଗ୍ରୀ । ଝାରସୁଗୁଡା ୩୮.୪, ହୀରାକୁଦ ୩୭.୪, ଚାନ୍ଦବାଲି ୩୫.୬ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login