
ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ସୋରଣ ଗ୍ରାମ ପଞ୍ଚାୟତର ବେକାର ଯୁବକ ଯୁବତୀ ପାଇଁ ରୋଜଗାର ସୁଯୋଗ ଆଣି ଦେଉଛି ସୋରଣ ଗ୍ରାମ ଝାନସୀ ସ୍ୱୟଂ ସହାୟକ ଗୋଷ୍ଟୀ! ଆଜି ସ୍ୱୟଂ ସହାୟକ ଗୋଷ୍ଠୀ ପକ୍ଷରୁ 20ଜଣ ଯୁବକ ଯୁବତୀ ଙ୍କୁ ଏକ ଟ୍ରେନିଙ୍ଗ ଦିଆ ଯାଇଥିଲା! ଏଥିରେ ସୋରଣ ପଞ୍ଚାୟତର ଏମ୍ବିକେ ଝରଣା ବେହେରା କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଓ ସମସ୍ତ ସିଆରପି ଉପସ୍ଥିତ ଥିଲେ. ରନମଞ୍ଜରୀ ମହାରଣା, ସକୁନ୍ତଳା ବେହେରା, ସବିତା ପ୍ରଧାନ, ଶିବାନୀ ସାହୁ,ବାସନ୍ତୀ ମୁଦୁଲି,ଅନୀତା ସାହୁ,ମିନାରାଣୀ ପାତ୍ର,ଅମୀରୁନୁ ନିଶା ଓ ସଭାପତି ସଂଯୁକ୍ତା ବେହେରା, ସମ୍ପାଦିକ ପୂଜାଶ୍ରୀ ନାୟକ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମକୁ ଆଗକୁ ନେବା ପାଇଁ ସହଯୋଗ କରିଥିଲେ! ସୋରଣ ଗ୍ରାମରେ ଅନେକ ଯୁବକ ଯୁବତୀ ବେକାର ଥିଵା ବେଳେ ସେମାନେ କେମିତି ସ୍ୱୟଂ ସହାୟକ ଗୋଷ୍ଠୀ ପକ୍ଷରୁ ସମସ୍ତ ରୋଜଗାରକ୍ଷ ମ ହୋଇ ପାରିବେ ଏବଂ ରାଜ୍ୟ ସରକରଙ୍କୁ ଅନେକ କାର୍ଯ୍ୟକ୍ରମ ନଜର କରି ଆଗକୁ ଅନେକ କାର୍ଯ୍ୟକ୍ରମରେ ସାମିଲ ହୋଇ ବେକାରି ସମସ୍ୱ୍ୟା ଦୂର କରିଵା ପାଇଁ ସୋରଣ ପଞ୍ଚାୟତ ଏମ୍ବିକେ ଝରଣା ବେହେରା ଗୁରୁତ୍ୱ ଦେଇଛନ୍ତି!!!