The Ultimate Managed Hosting Platform
ADVERTISEMENT

ସହକାରୀ ଯନ୍ତ୍ରୀ ଗିରଫ

Facebook
Twitter
LinkedIn

କଟକ : କଟକ ସଦର ବ୍ଲକ ସହକାରୀ ଯନ୍ତ୍ରୀ ଗିରଫ । ବିକାଶ ଚନ୍ଦ୍ର ଭୂୟାଁହ୍କୁ ଗିରଫ କଲା ଭିଜିଲାନ୍ସ । କ୍ରିପ୍ଟୋ କରେନ୍ସିରେ ନିବେଶ କରିଥିଲେ ସହକାରୀ ଯନ୍ତ୍ରୀ । ଭୁବନେଶ୍ୱରରେ ବାବୁଙ୍କ ରହିଛି ମଲ୍ଟି ଷ୍ଟୋରେଜ ବିଲ୍ଡିଂ । ଭୁବନେଶ୍ୱର ଓ କଟକର ପ୍ରାଇମ ଲୋକେସନରେ ୭ଟି ପ୍ଲଟ ରହିଛି । ଭୁବନେଶ୍ୱରରେ ଏକ ଦୁଇ ମହଲା କୋଠା ଠାବ ହୋଇଛି। ଚଢ଼ାଉ ବେଳେ ତାଙ୍କ ଘରୁ ୩୮ଲକ୍ଷ ଟଙ୍କାର ସୁନା ରୁପା ଗହଣା ଠାବ ହୋଇଛି । ୧୨ ଲକ୍ଷ ୬୨ ହଜାର ଟଙ୍କାର ବ୍ୟାଙ୍କ ଜମା ଥିବା ଜାଣିବାକୁ ପାଇଛି ଭିଜିଲାନ୍ସ । ପୁଅ ଝିଅଙ୍କ ପାଠପଢାରେ ଖର୍ଚ୍ଚ କରିଛନ୍ତି ୧ କୋଟି ଟଙ୍କା । ଏତିକିରେ ସିମିତ ନାହିଁ ବାବୁଙ୍କ ସମ୍ପତ୍ତି ତାଲିକା। ରେଡ୍ ବେଳେ ସୌଭାଗ୍ୟନଗର ଘରୁ ବାହାରିଛି ହୀରା ହାର, ୨ ହଜାର ଟଙ୍କିଆ ନୋଟ୍ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବିକାଶ ଚନ୍ଦ୍ର ଭୂୟାଁଙ୍କ ଘର ସମେତ ୪ଟି ସ୍ଥାନରେ ଏକକାଳୀନ ରେଡ୍ କରିଥିଲା ଭିଜିଲାନ୍ସ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ବୁଧବାରଠୁ ବିଧାନସଭାର ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ

ଭିଜିଲାନ୍ସ ଜାଲରେ ୨୭୦ କର୍ମଚାରୀ, ବିଧାନସଭାରେ ଲିଖିତ ଉତ୍ତର ରଖିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ୨୭୦ ସରକାରୀ ଓ ଚୁକ୍ତି ଭିତ୍ତିକ କର୍ମଚାରୀ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି । ଗତ ବର୍ଷ ଜୁନ ୧୨ରୁ ଚଳିତ ବର୍ଷ ଡିସେମ୍ବର...

ADVERTISEMENT

Login