The Ultimate Managed Hosting Platform
ADVERTISEMENT
Latest News
The Ultimate Managed Hosting Platform
Latest News

ସଲମାନଙ୍କ ଫିଲ୍ମରେ ଗୀତ ଗାଇ ବଲିଉଡରେ ଆରମ୍ଭ କରିଥିଲେ କ୍ୟାରିୟର

Facebook
Twitter
LinkedIn

ବଲିଉଡର ବିଶିଷ୍ଟ କଣ୍ଠଶିଳ୍ପୀଙ୍କ ମଧ୍ୟରୁ କୃଷ୍ଣକୁମାର କୁନ୍ନାଥ ଓରଫ କେ.କେ ଅନ୍ୟତମ । ଆଜି ଯଦି ସେ ଦୁନିଆରେ ଜୀବିତ ଥାନ୍ତେ, ତେବେ ତାଙ୍କୁ ୫୪ବର୍ଷ ହୋଇଥାନ୍ତା । ଗାୟକ କେ.କେଙ୍କ ଆଜି ଜନ୍ମ ବାର୍ଷିକୀ । ପ୍ରଥମ ଥର ପାଇଁ କେ.କେ ତାଙ୍କ ଜନ୍ମଦିନରେ ଏହି ଦୁନିଆରେ ନାହାଁନ୍ତି । ଏହି ଦିନଟି ତାଙ୍କ ପରିବାର ଏବଂ ପ୍ରଶଂସକଙ୍କ ପାଇଁ ଉଭୟ ସ୍ମୃତି ଏବଂ ଦୁଃଖରେ ପରିପୂର୍ଣ୍ଣ ।

ଏଭଳି ପରିସ୍ଥିତିରେ, ଆଜିର ଦିନଟିକୁ ଆମେ କେ.କେଙ୍କ ସଂଗୀତକୁ ମନେ ପକାଇ ତାଙ୍କର ସ୍ମୃତିଚାରଣ କରିବା । କେକେ ଫିଲ୍ମ ‘ହମ ଦିଲ ଦେ ଚୁକେ ସନମ’ ରୁ ଆରମ୍ଭ କରିଥିଲେ ତାଙ୍କର ବଲିଉଡ କ୍ୟାରିୟର । ସେ ଏହି ଚଳଚ୍ଚିତ୍ରରେ ‘ତଡପ ତଡପ’ ଗାଇ ବେଶ ଫେମସ ହୋଇଥିଲେ । ସଲମାନଙ୍କ ଅଭିନୟକୁ ବେଶ୍ ସୁଟ୍ କରିଥିଲେ କେ.କେଙ୍କ ସଂଗୀତ । ସଲମାନଙ୍କ ଭାବନାକୁ ସ୍ୱର ଦେଇଥିଲେ ଏହି ମହାନ କଣ୍ଠଶିଳ୍ପୀ ।

କେ.କେ ହିଁ ଏହି ଗୀତକୁ ସମସ୍ତଙ୍କ ଜୀବନର ଏକ ଅଂଶ କରିଥିଲେ । ତାଙ୍କ ସ୍ୱର ହେତୁ ଏହି ଗୀତଟି ଲୋକପ୍ରିୟ ହୋଇଥିଲା । ଏକ ସାକ୍ଷାତକାରରେ ଗାୟକ କେ.କେ କିପରି ଏହି ଗୀତ ଗାଇବାର ସୁଯୋଗ ପାଇଥିଲେ । ନିଜେ ଏହାର ବର୍ଣ୍ଣନା କରିଥିଲେ । କେ.କେ କହିଥିଲେ, ‘ମୁଁ ୧୯୯୬ରେ ରେହମାନଙ୍କ ପାଖକୁ ଯାଉଥିଲି । ଗୀତିକାର ମେହବୁବଙ୍କ ସହ ମୋର ଘନିଷ୍ଠ ବନ୍ଧୁତା ଥିଲା । ସେ ମୋ ପାଇଁ ଅନେକ ଗୀତ ଲେଖିଛନ୍ତି ।

ସେ ଦିନେ କହିଥିଲେ ମୋର ଜଣେ ବନ୍ଧୁ ଅଛନ୍ତି, ସେ ଗୀତ ଲେଖିଛନ୍ତି । ତୁମେ ଟିକେ ଶୁଣିଦିଅ । ସେ ଗୀତ ଇସମାଇଲ ଏକ ଦରବାରଙ୍କ ଗୀତ ଥିଲା । ଦିନେ ମୋତେ ଏକ କଲ ଆସିଲା ଯାହା ମୁଁ ଇସମାଇଲଙ୍କୁ ଭେଟିବାକୁ ଯିବାକୁ ପଡିବ । ଆମର ବାନ୍ଦ୍ରାରେ ଭେଟ ହେଲା । ସେ ଏହି ଗୀତଟିକୁ ବାହାରେ ସ୍କୁଟରରେ ବର୍ଣ୍ଣନା କରିଥିଲେ । କେ.କେ ଆହୁରି କହିଥିଲେ, ‘ଇସମାଇଲ ମୋତେ କହିଥିଲେ ଯେ କେ.କେ ଗୀତର ଫାଇନାଲିଷ୍ଟ ନୁହଁନ୍ତି ।

କିନ୍ତୁ ଯଦି ଏହା ଫାଇନାଲ୍ ତେବେ ଆପଣ ଗାଇବେ । ଏହା ପରେ ମୁଁ ମଧ୍ୟ ଭୁଲିଗଲି । ଇସମାଇଲ କିଛି ଦିନ ପରେ କହିଥିଲେ ଯେ ଏହି ଗୀତ ଯେଉଁ ଫିଲ୍ମରେ ଯିବାକୁ ଯାଉଛି ସେହି ଫିଲ୍ମରେ ଯାଇନାହିଁ । ଏହାକୁ ସଞ୍ଜୟ ଲୀଲା ଭନସାଲୀ ପସନ୍ଦ କରନ୍ତି । ଆମେ ଏହି ଗୀତ ରେକର୍ଡିଂ କଲୁ, ଭନସାଲୀ ଏହି ଗୀତ ଶୁଣିଲେ । ଆଉ କେକେଙ୍କର ଏଗି ଗୀତ ଶୁଣିବା ପରେ କାନ୍ଦି ପକାଇଥିଲେ ଭନସାଲୀ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଟେକ ଅଫ ସମୟରେ ରନୱେରୁ ଖସିଲା ପ୍ରାଇଭେଟ ଜେଟ

ଟେକ ଅଫ ସମୟରେ ରନୱେରୁ ଖସିଲା ପ୍ରାଇଭେଟ ଜେଟ

ୟୁପି : ଉତ୍ତରପ୍ରଦେଶର ଫର୍ରୁଖାବାଦ୍ ଜିଲ୍ଲାରେ ଟଳିଲା ବଡ଼ ବିମାନ ଦୁର୍ଘଟଣା । କୋତୱାଲି ମହମ୍ମଦାବାଦ ଏୟାରଷ୍ଟ୍ରିପରେ ଉଡ଼ାଣ ଭରିବା ସମୟରେ ଏକ ଘରୋଇ ଜେଟ୍ ନିୟନ୍ତ୍ରଣ...

ADVERTISEMENT
ଐତିହାସିକ କଟକ ବାଲିଯାତ୍ରାକୁ ମିଳିଲା ଜାତୀୟ ମାନ୍ୟତା

ଉପର ପଡିଆରେ ହେବ ବାଲିଯାତ୍ରା , ଲୋକଙ୍କ ଭାବାବେଗ ଓ ପରମ୍ପରାକୁ ଦେଖି ଗ୍ରହଣ କଲେ ହାଇକୋର୍ଟ

କଟକ : ଉପର ପଡିଆରେ ହେବ ଐତିହାସିକ ବାଲିଯାତ୍ରା । ଏ ନେଇ ହାଇକୋର୍ଟଙ୍କୁ ସତ୍ୟପାଠ ଦେଲା ଜିଲ୍ଲା ପ୍ରଶାସନ । ଲୋକଙ୍କ ଭାବାବେଗ ଓ ପରମ୍ପରାକୁ...

Login