The Ultimate Managed Hosting Platform
ADVERTISEMENT

ସର୍ପାଘାତ ରୋକିବାକୁ ସ୍କୁଲ ଯିବ ଟିମ୍

Facebook
Twitter
LinkedIn

ଭୁବନେଶ୍ୱର : ସର୍ପାଘାତ ରୋକିବାକୁ ଜନସ୍ୱାସ୍ଥ୍ୟ ବିଭାଗର ଗାଇଡଲାଇନ । ଗାଇଡଲାଇନ ନେଇ ସବୁ ସିଡିଏମଓଙ୍କୁ ଜନସ୍ୱାସ୍ଥ୍ୟ ବିଭାଗର ଚିଠି । ସବୁ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆଣ୍ଟିଭେନମ ମହଜୁଦ ରଖିବାକୁ ନିଦେ୍ର୍ଦଶ । ସବୁ ମେଡିକାଲରେ ଔଷଧ ଓ ଟେଷ୍ଟିଂ ମାଗଣା ଯୋଗାଇବାକୁ ନିଦେ୍ର୍ଦଶ । ମେଡିକାଲକୁ ଆସୁଥିବା ସର୍ପାଘାତ ରୋଗୀଙ୍କ ତଥ୍ୟ ପ୍ରତିଦିନ ଦେବେ । ରାଷ୍ଟ୍ରୀୟ ବାଲ୍ୟ ସ୍ୱାସ୍ଥ୍ୟ ଟିମ ପ୍ରତି ସ୍କୁଲକୁ ଯାଇ ସଚେତନ କରାଇବେ । ହଷ୍ଟେଲରେ ମୂଷା , ବେଙ୍ଗ ନ ପଶିବ ସେଥିପ୍ରତି ଧ୍ୟାନ ଦିଆଯିବ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login