The Ultimate Managed Hosting Platform
ADVERTISEMENT

ସର୍ପାଘାତରେ ଚାଲିଗଲା ମାଆଝିଅଙ୍କ ଜୀବନ

Facebook
Twitter
LinkedIn

ଭଞ୍ଜନଗର : ସାପ କାମୁଡାରେ ମାଆ ସହ ୬ ବର୍ଷ ଝିଅର ମୃତ୍ୟୁ । କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ନିଶାଭୂଇଁରେ ଅଭାବନୀୟ ଘଟଣା । ଘରେ ଶୋଇଥିବା ବେଳେ ଭୋର ସମୟରେ କାମୁଡିଥିଲା ସାପ । ଭଞ୍ଜନଗର ହସ୍ପିଟାଲରେ ଉଭୟଙ୍କୁ ମୃତ ଘୋଷଣା କଲେ ଡାକ୍ତର ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login