The Ultimate Managed Hosting Platform
ADVERTISEMENT
Latest News
The Ultimate Managed Hosting Platform
Latest News

ସରିଲା ବିଜୟ-ରଶ୍ମିକାଙ୍କ ନିର୍ବନ୍ଧ ! ଫେବୃଆରୀରେ ହୋଇପାରେ ବାହାଘର

Facebook
Twitter
LinkedIn

ନୁଆଦିଲ୍ଲୀ ; ବହୁ ବର୍ଷର ରିଲେସନସିପ ପରେ ଏବେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ସାଉଥ ସୁପରଷ୍ଟାର ବିଜୟ ଦେବରକୋଣ୍ଡା ଏବଂ ରଶ୍ମିକା ମନ୍ଦାନା । ବର୍ତ୍ତମାନ ସେମାନଙ୍କର ନିର୍ବନ୍ଧ ସରିଯାଇଥିବା ଜଣାପଡିଛି । ରଶ୍ମିକା ଏବଂ ବିଜୟ ଅକ୍ଟୋବର ୩ ତାରିଖରେ ନିର୍ବନ୍ଧ କରିଥିଲେ । ଏହି ନିର୍ବନ୍ଧରେ କେବଳ ପରିବାର ଏବଂ ସମ୍ପର୍କୀୟ ଲୋକମାନେ ସାମିଲ୍ ହୋଇଥିଲେ । କିନ୍ତୁ ନିର୍ବନ୍ଧର କୌଣସି ଫଟୋ ଏପର୍ୟ୍ୟନ୍ତ ଦେଖିବାକୁ ମିଳିନାହିଁ । ତଥାପି ସେମାନେ ୨୦୨୬ ଫେବୃଆରୀରେ ସେମାନେ ବିବାହ କରିବେ ବୋଲି ସୂଚନା ମିଳୁଛି । ଏହି ଖବର ବ୍ୟାପିବା ପରେ ସେମାନଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି । ଯଦି ସେମାନଙ୍କ ଫିଲ୍ମ କ୍ୟାରିୟର କଥା କୁହାଯାଏ ତେବେ ସେମାନେ ଏକାଠି ଅନେକ କାମ କରିଛନ୍ତି । ସେମାନେ ଗୀତା ଗୋବିନ୍ଦମ୍ ଏବଂ ଡିୟର କମ୍ରେଡ୍ ଭଳି ଫିଲ୍ମରେ ଏକାଠି କାମ କରିଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଟେକ ଅଫ ସମୟରେ ରନୱେରୁ ଖସିଲା ପ୍ରାଇଭେଟ ଜେଟ

ଟେକ ଅଫ ସମୟରେ ରନୱେରୁ ଖସିଲା ପ୍ରାଇଭେଟ ଜେଟ

ୟୁପି : ଉତ୍ତରପ୍ରଦେଶର ଫର୍ରୁଖାବାଦ୍ ଜିଲ୍ଲାରେ ଟଳିଲା ବଡ଼ ବିମାନ ଦୁର୍ଘଟଣା । କୋତୱାଲି ମହମ୍ମଦାବାଦ ଏୟାରଷ୍ଟ୍ରିପରେ ଉଡ଼ାଣ ଭରିବା ସମୟରେ ଏକ ଘରୋଇ ଜେଟ୍ ନିୟନ୍ତ୍ରଣ...

ADVERTISEMENT
ଐତିହାସିକ କଟକ ବାଲିଯାତ୍ରାକୁ ମିଳିଲା ଜାତୀୟ ମାନ୍ୟତା

ଉପର ପଡିଆରେ ହେବ ବାଲିଯାତ୍ରା , ଲୋକଙ୍କ ଭାବାବେଗ ଓ ପରମ୍ପରାକୁ ଦେଖି ଗ୍ରହଣ କଲେ ହାଇକୋର୍ଟ

କଟକ : ଉପର ପଡିଆରେ ହେବ ଐତିହାସିକ ବାଲିଯାତ୍ରା । ଏ ନେଇ ହାଇକୋର୍ଟଙ୍କୁ ସତ୍ୟପାଠ ଦେଲା ଜିଲ୍ଲା ପ୍ରଶାସନ । ଲୋକଙ୍କ ଭାବାବେଗ ଓ ପରମ୍ପରାକୁ...

Login