The Ultimate Managed Hosting Platform
ADVERTISEMENT

ସରିଲା ବରଗଡ ଧନୁଯାତ୍ରା , କଂସର ବଦ୍ଧ କଲେ ପ୍ରଭୁ ଶ୍ରୀକୃଷ୍ଣ

Facebook
Twitter
LinkedIn

ବରଗଡ : ସରିଛି ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା । ମହାରାଜା କଂସଙ୍କ ଅତ୍ୟାଚାରରୁ ମୁକ୍ତ ହୋଇଛନ୍ତି ମଥୁରାବାସୀ । ଏହାପରେ ଶ୍ରୀକୃଷ୍ଣ ଓ ଭାଇ ବଳରାମ ମଥୁରା ନଗରୀ ଭ୍ରମଣ କରିଛନ୍ତି । ୧୧ ଦିନ ଧରି ଚାଲିଥିବା ବରଗଡର ପ୍ରସିଦ୍ଧ ଧନୁଯାତ୍ରା ଶେଷ ହୋଇଛି । ବରଗଡ ମଥୁରାନଗରୀ ସାଜିଥିବା ବେଳେ ଗୋପପୁର ସାଜିଥିଲା ଅମ୍ବାପାଲ୍ଲୀ । କଂସ ଭୂମିକାରେ ଅଭିନ. କରିଥିଲେ କଳାକାର ହୃଷିକେଶ ଭୋଇ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

କୋଲକତା : ପଶ୍ଚିମବଙ୍ଗରେ ଓଡିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମମତା ବାନାର୍ଜୀଙ୍କୁ ଦିଲ୍ଲୀ ବିଜେପି ସାଂସଦ ବାଂଶୁରୀ ସ୍ୱରାଜଙ୍କ ଟାର୍ଗେଟ । ଝିଅମାନେ ରାତିରେ...

Login