The Ultimate Managed Hosting Platform
ADVERTISEMENT

ସରିଲା ପ୍ରତିରକ୍ଷା ମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ବୈଠକ

Facebook
Twitter
LinkedIn

ନୂଆଦିଲ୍ଲୀ : ସରିଲା ପ୍ରତିରକ୍ଷା ମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ବୈଠକ । ସିଡିଏସଙ୍କ ସହ ୨ ଘଣ୍ଟା ଧରି ଆଲୋଚନା । ୩ ସେନା ମୁଖ୍ୟ ମଧ୍ୟ ଉପସ୍ଥିତ ଥିଲେ । ଅପରେସନ ସିନ୍ଦୂର ବାବଦରେ ଅବଗତ କଲେ ସ୍ଥଳ ସେନା ମୁଖ୍ୟ । ବାୟୁସେନାର କାର୍ଯ୍ୟାନୁଷ୍ଠାନ ନେଇ ଅବଗତ କଲେ ବାୟୁସେନା ମୁଖ୍ୟ । ପାକିସ୍ତାନର ଆକ୍ରମଣ ଓ ଭାରତର ପାଲଟା ଜବାବ ଉପରେ ବୈଠକରେ ଚର୍ଚ୍ଚା ହୋଇଛି । ସ୍ଥିତି ସମ୍ପର୍କରେ ସୂଚନା ଦେଇଛନ୍ତି ସେନା ମୁଖ୍ୟ ଉପେନ୍ଦ୍ର ଦ୍ବିବେଦୀ । ଏହା ସହ ବାୟୁସେନା ତରଫରୁ ନିଆଯାଇଥିବା କାର୍ୟ୍ୟାନୁଷ୍ଠାନର ବିବରଣୀ ଦେଇଛନ୍ତି ଏୟାରଫୋର୍ସ ମୁଖ୍ୟ ଚିଫ ମାର୍ସଲ ଏସପି ସିଂ । ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହଙ୍କ ସହ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ । ସ୍ଥିତି ସମ୍ପର୍କରେ ପଚାରି ବୁଝିଛନ୍ତି ମୋଦି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

କୋଲକତା : ପଶ୍ଚିମବଙ୍ଗରେ ଓଡିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମମତା ବାନାର୍ଜୀଙ୍କୁ ଦିଲ୍ଲୀ ବିଜେପି ସାଂସଦ ବାଂଶୁରୀ ସ୍ୱରାଜଙ୍କ ଟାର୍ଗେଟ । ଝିଅମାନେ ରାତିରେ...

Login