ଯାଜପୁର : ୨ ଗୋଷ୍ଠୀ ମଧ୍ୟରେ ମାରପିଟ । ସରସ୍ୱତୀ ପୂଜା ଭସାଣୀକୁ ନେଇ ଗୋଷ୍ଠୀ ସଂଘର୍ଷ । ସଦର ଥାନା ନାଥସାହି ଆଦମପୁର ଗାଁରେ ଗୋଷ୍ଠୀ ସଂଘର୍ଷ । ସରସ୍ୱତୀ ଭସାଣୀକୁ ନେଇ ଉଭୟ ଗୋଷ୍ଠୀ ମଧ୍ୟରେ ସଂଘର୍ଷ । ଆହତଙ୍କୁ ଯାଜପୁୁର ଜିଲ୍ଲା ମେଡିକାଲରେ ଭର୍ତ୍ତି । ଗତ ବିଲମ୍ବିତ ରାତିରେ ଭସାଣି ଉତ୍ସବ ହୋଉଥିବା ବେଳେ କୌଣସି କାରଣରୁ ଉଭୟ ଗୋଷ୍ଠୀ କଥା କଟାକାଟିରୁ ଗଣ୍ଡଗୋଳ ଆରମ୍ଭ ହୋଇଥିଲା । ପରେ ଉଭୟ ପକ୍ଷ ମଧ୍ୟରେ ପିଟାପିଟି ହେବାରୁ ୨ ଗୋଷ୍ଠୀର ୫ ଜଣ ଆହତ ହୋଇଥିଲେ । ସମସ୍ତ ଆହତ ଯଯାତି କେଶରୀ ମେଡିକାଲ କଲେଜରେ ଭର୍ତି ହୋଇଛନ୍ତି।
Views: 45











