The Ultimate Managed Hosting Platform
ADVERTISEMENT

ସରପଞ୍ଚଙ୍କ ବେକରୁ ଝାମ୍ପି ନେଲେ ସୁନାଚେନ୍

Facebook
Twitter
LinkedIn

ଭଦ୍ରକ : ମହିଳା ସରପଞ୍ଚଙ୍କ ବେକରୁ ସୁନା ଚେନ୍ ଝାମ୍ପିନେଲେ ଦୁର୍ବୁତ୍ତ । ରାସ୍ତାରେ ଯାଉଥିବା ଲୋକଙ୍କ ଠାରୁ ଛିନ୍ତାଇ ଲୁଟ୍ ଆରମ୍ଭ। ଆପାଚିରେ ଆସିଲେ, ଆଉ ରାସ୍ତାରେ ଯାଉଥିବା ସରପଞ୍ଚଙ୍କ ବେକରୁ ସୁନା ଚେନ୍ ଝାମ୍ପିନେଲେ। ଭଦ୍ରକ ମଇତା ପୁରରୁ ଫେରିଲା ବେଳେ ୧୬ ନମ୍ୱର ଜାତୀୟ ରାଜପଥ ଚଡ଼କ ମରା ଠାରେ ଗୋପୀନାଥପୁର ସରପଞ୍ଚ ବନିତା ପଣ୍ଡାଙ୍କ ବେକରୁ ଲକ୍ଷାଧିକ ଟଙ୍କାର ସୁନଚେନ୍ ଲୁଟିଲେ ଦୁର୍ବୃତ୍ତ। ବେକରେ ଭୁଜାଲି ଲଗାଇ ସୁନଚେନ ଲୁଟ ହୋଇଥିବା ଘଟଣା ସୋର ଥାନାରେ ଅଭିଯୋଗ ହୋଇଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ପୁରୀ ଯିବା ରାସ୍ତାରେ ପଇଡ ପିଇଲେ ମୁଖ୍ୟମନ୍ତ୍ରୀ

ପୁରୀ ଯିବା ରାସ୍ତାରେ ପଇଡ ପିଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ରୀ ଯିବା ରାସ୍ତାରେ ସତ୍ୟବାଦୀ ନିକଟରେ ପଇଡ ପିଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ପଇଡ ବିକ୍ରେତା ଶ୍ରୀଧର ମହାପାତ୍ରଙ୍କ ସହ ସୁଖଦୁଃଖ ହୋଇଛନ୍ତି...

Login