ସମ୍ବଲପୁର ହିଂସା ଘଟଣା ;ସିବିଆଇ ତଦନ୍ତ ଦାବି କଲା ବିଜେପି

ଭୁବନେଶ୍ୱର : ସମ୍ବଲପୁର ହିଂସା ଘଟମାରେ ସିବିଆଇ ତଦନ୍ତ ଦାବି କଲା ବିଜେପି ଟିମ୍ । କ୍ଷେତ୍ର ପରିଦର୍ଶନ ପରେ କେନ୍ଦ୍ରୀୟ ବିଜେପି ଟିମର ସିବିଆଇ ତଦନ୍ତ ଦାବି । ପ୍ରେସ କନଫରେନ୍ସ ଦାବି କଲେ ଟିମ୍ ସଦସ୍ୟ ବ୍ରିଜଲାଲ । ଜିହାଦୀଙ୍କ ସମ୍ପୃକ୍ତି ସନେ୍ଦହ କରାଯାଉଥିବାରୁ ସିବିଆଇ ତଦନ୍ତ ହେଉ ।ସେପଟେ ଆଜି ସମ୍ବଲପୁର ଝାରମୁଣ୍ଡାକୁ ୪ ଜଣିଆ ବିଜେପି କେନ୍ଦ୍ରୀୟ ପ୍ରତିନିଧି ଦଳ ଗସ୍ତ କରିଥିଲେ । ସାଂସଦ ବ୍ରିଜ ଲାଲଙ୍କ ନେତୃତ୍ୱରେ ଟିମ … Continue reading ସମ୍ବଲପୁର ହିଂସା ଘଟଣା ;ସିବିଆଇ ତଦନ୍ତ ଦାବି କଲା ବିଜେପି